୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ ଜାଣନ୍ତୁ କ’ଣ ଶସ୍ତା, ମହଙ୍ଗା

ନୂଆଦିଲ୍ଲୀ : ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ୍‌ରେ ସବୁଠୁ ବେଶୀ ଲୋକ ଅପେକ୍ଷା କରିଥାନ୍ତି କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ । ଯାହା ଏହି ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ମୋଟ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । […]

୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ ଜାଣନ୍ତୁ କ’ଣ ଶସ୍ତା, ମହଙ୍ଗା
Samaya Live Picture
Published On

ନୂଆଦିଲ୍ଲୀ : ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ୍‌ରେ ସବୁଠୁ ବେଶୀ ଲୋକ ଅପେକ୍ଷା କରିଥାନ୍ତି କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ । ଯାହା ଏହି ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ମୋଟ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । ବଜେଟ୍‌ରେ ସଭିଁଙ୍କ ନଜର ରହିଥାଏ,ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା, ହେଲା ମହଙ୍ଗା …

ଶସ୍ତା :

ଅର୍ଥମନ୍ତ୍ରୀ କହିଛନ୍ତି ଜୀବନ ରକ୍ଷାକାରୀ ଔଷଧ ହେବ ଶସ୍ତା

କର୍କଟ ରୋଗ ଔଷଧ
ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ୫୬ଟି ଜୀବନରକ୍ଷାକାରୀ ଔଷଧ

ଟିଭି
ବ୍ୟାଟେରୀ କାର୍ (ଇ-କାର୍‌)
ମୋବାଇଲ୍ ଓ ମୋବାଇଲ୍ ଉପକରଣ
ଏଲଇଡି ଓ ଏଲଇଡି ଟିଭି
କପଡା, ଜୋତା, ବେଲ୍ଟ, ପର୍ସ (ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ )
ବୈଦୁତିକ ଉପକରଣ
ମେଡିକାଲ ଉପକରଣ
ଲିଥିୟମ ଆୟନ ବ୍ୟାଟେରୀ
ଚମଡା ଜ୍ୟାକେଟ୍‌
ସାମୁଦ୍ରିକ ଖାଦ୍ୟ

ମହଙ୍ଗା
ଫ୍ଲାଟ ପ୍ୟାନେଲ ଡିସପ୍ଲେ

Tags: