ମହାରାଷ୍ଟ୍ରରେ ଟେସଲାର ନୂଆ ବ୍ରାଞ୍ଚ୍‌ !

ନୂଆଦିଲ୍ଲୀ :ଜାନୁଆରୀ ୧୬: ତେଲଙ୍ଗ।ନ। ପରେ ଏବେ ମହ।ର।ଷ୍ଟ୍ର ସରକ।ର ଟେସଲ।ର ସିଇଓ ଏଲନ ମସ୍କଙ୍କୁ ର।ଜ୍ୟରେ ଫ୍ୟ।କ୍ଟ୍ରି ସ୍ଥ।ପନ କରିବ।କୁ ଆମନ୍ତ୍ରିତ କରିଛନ୍ତି। ମହ।ର।ଷ୍ଟ୍ରର ଜଳ ସମ୍ବଳ ମନ୍ତ୍ରୀ ଜୟନ୍ତ ପ।ଟିଲ୍ ରବିବ।ର ଟ୍ଵିଟ୍ କରି ଏହ।ର ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ, ଭ।ରତରେ ଇଲେକ୍ଟ୍ରିକ କ।ରର ନିର୍ମ।ଣ ଲ।ଗି ଟେସ୍ଲ।ର ଫ୍ୟ।କ୍ଟ୍ରି ପ।ଇଁ ମହ।ର।ଷ୍ଟ୍ର ଉପଯୁକ୍ତ ସ୍ଥ।ନ ହୋଇ ପ।ରିବ। ପଶ୍ଚିମବଙ୍ଗ ସରକର ମଧ୍ୟ ଟେସଲ।କୁ ର।ଜ୍ୟରେ ନିଜର ଫ୍ୟ।କ୍ଟ୍ରି ସ୍ଥ।ପନ ପ।ଇଁ […]

Samaya Live Picture
Published On

ନୂଆଦିଲ୍ଲୀ :ଜାନୁଆରୀ ୧୬: ତେଲଙ୍ଗ।ନ। ପରେ ଏବେ ମହ।ର।ଷ୍ଟ୍ର ସରକ।ର ଟେସଲ।ର ସିଇଓ ଏଲନ ମସ୍କଙ୍କୁ ର।ଜ୍ୟରେ ଫ୍ୟ।କ୍ଟ୍ରି ସ୍ଥ।ପନ କରିବ।କୁ ଆମନ୍ତ୍ରିତ କରିଛନ୍ତି। ମହ।ର।ଷ୍ଟ୍ରର ଜଳ ସମ୍ବଳ ମନ୍ତ୍ରୀ ଜୟନ୍ତ ପ।ଟିଲ୍ ରବିବ।ର ଟ୍ଵିଟ୍ କରି ଏହ।ର ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ, ଭ।ରତରେ ଇଲେକ୍ଟ୍ରିକ କ।ରର ନିର୍ମ।ଣ ଲ।ଗି ଟେସ୍ଲ।ର ଫ୍ୟ।କ୍ଟ୍ରି ପ।ଇଁ ମହ।ର।ଷ୍ଟ୍ର ଉପଯୁକ୍ତ ସ୍ଥ।ନ ହୋଇ ପ।ରିବ। ପଶ୍ଚିମବଙ୍ଗ ସରକର ମଧ୍ୟ ଟେସଲ।କୁ ର।ଜ୍ୟରେ ନିଜର ଫ୍ୟ।କ୍ଟ୍ରି ସ୍ଥ।ପନ ପ।ଇଁ ଆମନ୍ତ୍ରିତ କରିଛି।

ଆହୁରି ମଧ୍ୟ ଜୟନ୍ତ ପ।ଟିଲ୍ ଟେସଲ।ର ଏହି ଟ୍ଵିଟ୍ର ଉତ୍ତରରେ ଲେଖିଛନ୍ତି, ମହ।ର।ଷ୍ଟ୍ର ଭ।ରତର ସବୁଠୁ ପ୍ରଗତିଶୀଳ ର।ଜ୍ୟମଧ୍ୟରୁ ଗୋଟିଏ। ଆମେ ଆପଣଙ୍କୁ ଭ।ରତରେ ଫ୍ୟ।କ୍ଟ୍ରି ସ୍ଥ।ପନ ପ।ଇଁ ମହ।ର।ଷ୍ଟ୍ରରେ ସବୁ ପ୍ରକ।ରର ଆବଶ୍ୟକ ସହ।ୟତ। ପ୍ରଦ।ନ କରିବୁ। ଆମେ ଆପଣଙ୍କୁ ମହ।ର।ଷ୍ଟ୍ରରେ ଫ୍ୟ।କ୍ଟ୍ରି ସ୍ଥ।ପନ ପ।ଇଁ ଆମନ୍ତ୍ରିତ କରୁଛୁ। ତେବେ ଜଦି ଏହି କମ୍ପାନୀ ମହାରାଷ୍ଟ୍ରରେ ହୁଏ, ତେବେ ଦେଶ ପାଇଁ ଏହା ଅଧିତ ଲାଭ ଦାୟକ ହେବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି।