ଇଣ୍ଡିଗୋର କ୍ୟୁଟ୍ ଫିକୁ ନେଇ ସବୁଆଡେ ଚର୍ଚ୍ଚା
ନୂଆଦିଲ୍ଲୀ: ଜୁଲାଇ ୧୩: ଟ୍ୱିଟରରେ ଟ୍ରେଣ୍ଡ କରୁଛି ଇଣ୍ଡିଗୋ ଏୟାର ଲାଇନ୍ସ । ଦୈନିକ ଶହଶହ ଫ୍ଲାଇଟ୍ ଅପରେଟ୍ କରୁଥିବା ଇଣ୍ଡୋଗୋ ଏବେ ଯାତ୍ରୀଙ୍କ ଠାରୁ ଏକ ଶୁÂକୁ ନେଇ ଚର୍ଚ୍ଚାରେ । ଏଥିପାଇଁ ଯାତ୍ରୀ ବିମାନର ଟିକେଟ୍ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଏହା ଭାଇରାଲ ହୋଇଛି । ଇଣ୍ଡିଗୋ ଟିକେଟରେ ଯାତ୍ରୀଭଡ଼ା ଓ ଆନୁଷଙ୍ଗିକ ଖର୍ଚ୍ଚର ବିବରଣୀ ଦିଆଯାଇଛି । ଯେଉଁଥିରେ ଏକ ୧୦୦ ଟଙ୍କାର କ୍ୟୁଟ୍ ଫିସ୍ ମଧ୍ୟ ଆଦାୟ କରୁଛନ୍ତି […]
ନୂଆଦିଲ୍ଲୀ: ଜୁଲାଇ ୧୩: ଟ୍ୱିଟରରେ ଟ୍ରେଣ୍ଡ କରୁଛି ଇଣ୍ଡିଗୋ ଏୟାର ଲାଇନ୍ସ । ଦୈନିକ ଶହଶହ ଫ୍ଲାଇଟ୍ ଅପରେଟ୍ କରୁଥିବା ଇଣ୍ଡୋଗୋ ଏବେ ଯାତ୍ରୀଙ୍କ ଠାରୁ ଏକ ଶୁÂକୁ ନେଇ ଚର୍ଚ୍ଚାରେ । ଏଥିପାଇଁ ଯାତ୍ରୀ ବିମାନର ଟିକେଟ୍ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଏହା ଭାଇରାଲ ହୋଇଛି । ଇଣ୍ଡିଗୋ ଟିକେଟରେ ଯାତ୍ରୀଭଡ଼ା ଓ ଆନୁଷଙ୍ଗିକ ଖର୍ଚ୍ଚର ବିବରଣୀ ଦିଆଯାଇଛି । ଯେଉଁଥିରେ ଏକ ୧୦୦ ଟଙ୍କାର କ୍ୟୁଟ୍ ଫିସ୍ ମଧ୍ୟ ଆଦାୟ କରୁଛନ୍ତି । ଇଣ୍ଡିଗୋର କ୍ୟୁଟ୍ ଫିସକୁ ନେଇ ଏବେ ସୋସିଆଲ ମିଡିଆରେ ଲୋକେ ମିମସ୍ ଅପଲୋଡ କରିବାରେ ଲାଗିଛନ୍ତି । ତେବେ ଆସ;ୁ ଜାଣିବା ବିମାନ କମ୍ପାନୀଙ୍କ କ୍ୟୁଟ୍ ଫି କଣ ? ଉଲ୍ଲେଖଯୋଗ୍ୟ ଯେ ବିମାନ ବନ୍ଦରରେ ଯାତ୍ରୀ ଉପଯୋଗ କରୁଥିବା ସାର୍ବଜନିକ ସାମଗ୍ରୀ ଲାଗି ଯେଉଁ ଶୁÂ ପୈଠ କରୁଛନ୍ତି ତାହା ହିଁ କ୍ୟୁଟ୍ ଫି । ଯାହା ପୂର୍ଣ୍ଣ ଅର୍ଥରେ କମନ ୟୁଜର ଟର୍ମିନାଲ ଇକ ୍ୱିପମେଣ୍ଟ ଲାଗି ଯାତ୍ରୀ ପୈଠ କରୁଛନ୍ତି । ଏୟାର ପୋର୍ଟରେ ଯାତ୍ରୀଙ୍କ ଲାଗି ଅନେକ ସୁରକ୍ଷା ଉପକରଣ ଉପଯୋଗ ହୋଇଥାଏ ଯେପରିକି ମେଟାଲ ଡିଟେକଫର, ଏସ୍କେଲେଟର, ଯାତ୍ରୀ ସୁଟକେସ୍ ବୋହି ନେବା ପାଇଁ ବ୍ୟବହାର କରୁଥିବା ଟ୍ରଲି ଆଦି ବାବଦ ବ୍ୟୟ ସବୁ ବିମାନ କମ୍ପାନୀ ମିଶି ଭରଣା କରିଥାନ୍ତି । ଯାହା ସେମାନେ ଡିଜିସିଏଙ୍କୁ ପୈଠ କରିଥାନ୍ତି । ଯାହାକୁ ସର୍ଟକଟରେ କ୍ୟୁଟ୍ ଫି ବୋଲି ବିମାନ କମ୍ପାନୀ ଉଲ୍ଲେଖ କରିଛନ୍ତି ।




