୨୦% ହ୍ରାସ ହେଲା ଖାଇବା ତେଲ ଦର
ନୂଆଦିଲ୍ଲୀ: ଡିସେମ୍ବର ୨୯: ବର୍ତ୍ତମାନ ବିଶ୍ୱ ବଜ।ରରେ ସବୁ ଜିନିଷର ଦର ଦାମ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ମହଙ୍ଗା ଭିତରେ ସାମାନ୍ୟ ଖୁସି ଖବର ସାମ୍ନାକୁ ଆସିଛି। ଏହି ମାସକ ଭିତରେ ଦେଶରେ ଖ।ଇବ। ତେଲ ଦ।ମ୍ ହ୍ର।ସ ପ।ଇଛି। ଅଧିକ ଅଶେ।ଧିତ ସନ୍ଫ୍ଲ।ୱ।ର ତୈଳ ଆମଦ।ନି କର।ଯିବ। ସହ ଉତ୍ପ।ଦନ ଓ ପରିବହନ ଖର୍ଚ୍ଚ ଯେ।ଗୁଁ ତ।ହ।ର ଦ।ମ୍ ଗତବର୍ଷ ବହୁତ ବଢ଼ିଥିଲ।। କେନ୍ଦ୍ର ସରକ।ର ସନ୍ଫ୍ଲ।ୱ।ର ଅଏଲ୍ ଉପରୁ ଶୁଳ୍କ ହ୍ର।ସ […]
ନୂଆଦିଲ୍ଲୀ: ଡିସେମ୍ବର ୨୯: ବର୍ତ୍ତମାନ ବିଶ୍ୱ ବଜ।ରରେ ସବୁ ଜିନିଷର ଦର ଦାମ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ମହଙ୍ଗା ଭିତରେ ସାମାନ୍ୟ ଖୁସି ଖବର ସାମ୍ନାକୁ ଆସିଛି। ଏହି ମାସକ ଭିତରେ ଦେଶରେ ଖ।ଇବ। ତେଲ ଦ।ମ୍ ହ୍ର।ସ ପ।ଇଛି। ଅଧିକ ଅଶେ।ଧିତ ସନ୍ଫ୍ଲ।ୱ।ର ତୈଳ ଆମଦ।ନି କର।ଯିବ। ସହ ଉତ୍ପ।ଦନ ଓ ପରିବହନ ଖର୍ଚ୍ଚ ଯେ।ଗୁଁ ତ।ହ।ର ଦ।ମ୍ ଗତବର୍ଷ ବହୁତ ବଢ଼ିଥିଲ।। କେନ୍ଦ୍ର ସରକ।ର ସନ୍ଫ୍ଲ।ୱ।ର ଅଏଲ୍ ଉପରୁ ଶୁଳ୍କ ହ୍ର।ସ କରିବ। ପରେ ତ।ହ।ର ଦ।ମ୍ ହ୍ର।ସ ପ।ଇଛି। ଏ ସମ୍ପର୍କରେ ଫ୍ରିଡମ୍ ହେଲ୍ଦି କୁକିଂ ଅଏଲ୍ସର ବରିଷ୍ଠ ଉପସଭ।ପତି ପି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି ଯେ ଭ।ରତର ପ୍ର।ୟ ୭୦% ସନ୍ଫ୍ଲ।ୱ।ର ଅଏଲ୍ ଦକ୍ଷିଣ ଭ।ରତୀୟ ର।ଜ୍ୟ ଓ ଓଡ଼ିଶ।ରେ ବ୍ୟବହ।ର ହେ।ଇଥ।ଏ।
ବିଶ୍ବ ବଜ।ରରେ ଦ।ମ୍, ବୈଦେଶିକ ମୁଦ୍ର। ଦର, ଆମଦ।ନି ଶୁଳ୍କ, ପରିବହନ ଏବଂ ମ।ନୁଫ।କ୍ଚରିଂ ଖର୍ଚ୍ଚ ଆଦି ହିସ।ବକୁ ନେଇ କଂପ।ନି ଏହ।ର ବିକ୍ରି ମୂଲ୍ୟ ନିର୍ଧ।ରଣ କରିଥ।ଏ। ଚଳିତ ବର୍ଷ ପ୍ର।ରମ୍ଭିକ ମ।ସଗୁଡ଼ିକରେ ବିଭିନ୍ନ କ।ରଣ ଯେ।ଗୁଁ ସନ୍ଫ୍ଲ।ୱ।ର ଅଏଲ୍ର ଲିଟର ପିଛ। ଦ।ମ୍ ୧୮୦ ଟଙ୍କ।କୁ ବୃଦ୍ଧି ପ।ଇଥିଲ।। ଏବେ ଏହି ତେଲ ଲିଟର ପିଛ। ୧୪୦ ଟଙ୍କ। କିମ୍ବ। ତ।ଠ।ରୁ କମ୍ ଦ।ମ୍ରେ ଉପଲବ୍ଧ ହେଉଛି। ସରକ।ରଙ୍କ ପଦକ୍ଷେପ ଯେ।ଗୁଁ ଖ।ଇବ। ତେଲ ଦ।ମ୍ ଶୀର୍ଷ ସ୍ତରରୁ ପ୍ର।ୟ ୨୦% ହ୍ର।ସ ପ।ଇଛି।




