ସିନ୍ଧୁ ପରେ ଚେନାବ: ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ପଦକ୍ଷେପ
ନୂଆଦିଲ୍ଲୀ:ଆତଙ୍କୀ ହମ୍ଲା ପରେ ପାକିସ୍ତାନ ବିରୋଧରେ ଭାରତର ପଦକ୍ଷେପ ଜାରି ରହିଛି।ସିନ୍ଧୁ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ପାଣି ବନ୍ଦ କରିଛି ଭାରତ। ଏବେ ସିନ୍ଧୁ ପରେ ଚେନାବ ନଦୀରେ ମଧ୍ୟ ସମାନ ପଦକ୍ଷେପ ନେଇଛି ଭାରତ। ଚେନାବ ନଦୀର ବଗଲିହାର ବନ୍ଧରୁ ପାକିସ୍ତାନକୁ ଯାଉଥିବା ପାଣି ବନ୍ଦ କରିଛି। ସିନ୍ଧୁ ଓ ଚେନାବ ପରେ ଝେଲମ୍ରୁ ପାଣି ବନ୍ଦ ପାଇଁ ବି ଯୋଜନା କରୁଛି ଭାରତ। ସିନ୍ଧୁ ଓ ଚେନାବ ପରେ ଝେଲମ୍ରୁ ପାଣି ବନ୍ଦ […]
ନୂଆଦିଲ୍ଲୀ:ଆତଙ୍କୀ ହମ୍ଲା ପରେ ପାକିସ୍ତାନ ବିରୋଧରେ ଭାରତର ପଦକ୍ଷେପ ଜାରି ରହିଛି।ସିନ୍ଧୁ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ପାଣି ବନ୍ଦ କରିଛି ଭାରତ। ଏବେ ସିନ୍ଧୁ ପରେ ଚେନାବ ନଦୀରେ ମଧ୍ୟ ସମାନ ପଦକ୍ଷେପ ନେଇଛି ଭାରତ। ଚେନାବ ନଦୀର ବଗଲିହାର ବନ୍ଧରୁ ପାକିସ୍ତାନକୁ ଯାଉଥିବା ପାଣି ବନ୍ଦ କରିଛି। ସିନ୍ଧୁ ଓ ଚେନାବ ପରେ ଝେଲମ୍ରୁ ପାଣି ବନ୍ଦ ପାଇଁ ବି ଯୋଜନା କରୁଛି ଭାରତ। ସିନ୍ଧୁ ଓ ଚେନାବ ପରେ ଝେଲମ୍ରୁ ପାଣି ବନ୍ଦ ପାଇଁ ବି ଯୋଜନା କରୁଛି ଭାରତ ଝେଲମ୍ ନଦୀର କିଶନଗଙ୍ଗା ବନ୍ଧରୁ ଯାଉଥିବା ପାଣିକୁ ବନ୍ଦ କରିବାକୁ ଯୋଜନା କରୁଛି।




