ହାଇଦ୍ରାବାଦ ଦୁଷ୍କର୍ମ ଘଟଣା

ସମୟ ଲାଇଭ୍‍,୬/୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ, ହତ୍ୟା ଓ ମୃତ ଶରୀରକୁ ଜାଳିଦେବା ଘଟଣାରେ ଧରାଯାଇଥିବା ୪ ଅଭିଯୁକ୍ତ ପୋଲିସ୍‍ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦ ପୋଲିସ୍‍ ହେପାଜତରେ ଥିବା ୪ ଦୁଷ୍କର୍ମକାରୀଙ୍କୁ ଘଟଣାସ୍ଥଳରେ ସିନ୍‍ ରିକ୍ରିଏଟ୍‍ ପାଇଁ ନିଆଯାଉଥିବାବେଳେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ୍‍ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଯଥୋଚିତ ଦଣ୍ଡ ମିଳିଥିବାରୁ ସାରା ଦେଶରେ ଏକ ପ୍ରକାର ଆଶ୍ୱସ୍ତି ପ୍ରକାଶ ପାଇଛି।

Samaya Live Picture
Published On

Tags: