ହାତ ହାତେଇବ ହିମାଚଳପ୍ରଦେଶ

ହିମାଚଳପ୍ରଦେଶ : ଚୂଡାନ୍ତ ପର୍ଯ୍ୟାୟରେ ହିମାଚଳପ୍ରଦେଶ ଜନାଦେଶ I ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୩୫ । ହିମାଚଳ ପ୍ରଦେଶରେ ବିଜେପିର ଶାସନ ରହିଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଚାଲିଛି । ଆରମ୍ଭରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା । କେତେବେଳେ କଂଗ୍ରେସ ଆଗକୁ ଯାଉଥିଲା ତ କେତେବେଳେ ବିଜେପି । ହିମାଚଳ […]

Samaya Live Picture
Published On

ହିମାଚଳପ୍ରଦେଶ : ଚୂଡାନ୍ତ ପର୍ଯ୍ୟାୟରେ ହିମାଚଳପ୍ରଦେଶ ଜନାଦେଶ I ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୩୫ । ହିମାଚଳ ପ୍ରଦେଶରେ ବିଜେପିର ଶାସନ ରହିଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଚାଲିଛି ।

ଆରମ୍ଭରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା । କେତେବେଳେ କଂଗ୍ରେସ ଆଗକୁ ଯାଉଥିଲା ତ କେତେବେଳେ ବିଜେପି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ଟି ଆସନରେ ଅଗ୍ରଣୀ ଥାଇ ‘କେଂଗ୍ରେସ’ ବୃହତ ବିଜୟ ଆଡକୁ ମୁହାଁଇଛି I ସେଥିମଧ୍ୟରୁ ୧୬ ଟି ଆସନରେ ଜିତି ଥିବାବେଳେ ଆଉ ୨୩ ଟି ଆସନରେ ଅଗ୍ରଣୀ ରହିଛି I ବିଜେପି ଖାତାରେ ୨୬ ଆସନ ରହିଛି । ସେହିପରି ଆମ ଆଦମୀ ପାର୍ଟି ୬୭ ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇ ପରି ନାହିଁ I୧୯୮୫ ମସିହାରୁ ଏପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ଜନତା ଗୋଟିଏ ଦଳକୁ ୨ ଥର ଜିତିବାକୁ ଦେଇ ନାହାନ୍ତି I ସେହି ଧାରା ଅନୁସାରେ କ୍ଷମତାସୀନ ବିଜେପି ସରକାର ବଦଳରେ ଏଥର କଂଗ୍ରେସ ହାତକୁ ଯାଉଛି ରାଜଗାଦି I ଯାହା ଜଣI ପଡୁଛି ହିମାଚଳପ୍ରଦେଶରେ ଇତିହାସ ରଚିବାକୁ ଯାଉଛି କଂଗ୍ରେସ I

Tags: