ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ
ସମୟ ଲାଇଭ,୩୧/୧୦: ଧାରା ୩୭୦ ଉଠିବା ପରେ ଆଜି ଜାମ୍ମୁ କାଶ୍ମୀର ପାଇଁ ଏକ ସ୍ମରଣୀୟ ଦିନ। କାରଣ ଜାମ୍ମୁ କାଶ୍ମୀର ଠାରୁ ଲାଦାଖ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଉପରାଜ୍ୟପାଳ ନିଯୁକ୍ତି କରାଯାଉଛି। ଆଉ ଏ ସୈାଭାଗ୍ୟର ଅଧିକାରୀ ହୋଇଛନ୍ତି ଜଣେ ଓଡ଼ିଆ ପୁଅ। ମୟୁରଭଞ୍ଚ ଜିଲ୍ଲାର ଗିରୀଶଚନ୍ଦ୍ର ମୁର୍ମୁ। ଆଜି ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଆ.କେ ମାଥୁର ଲାଦାଖର ଉପରାଜ୍ୟପାଳଭାବେ ଶପଥ ନେଇଛନ୍ତି। […]
ସମୟ ଲାଇଭ,୩୧/୧୦: ଧାରା ୩୭୦ ଉଠିବା ପରେ ଆଜି ଜାମ୍ମୁ କାଶ୍ମୀର ପାଇଁ ଏକ ସ୍ମରଣୀୟ ଦିନ। କାରଣ ଜାମ୍ମୁ କାଶ୍ମୀର ଠାରୁ ଲାଦାଖ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଉପରାଜ୍ୟପାଳ ନିଯୁକ୍ତି କରାଯାଉଛି। ଆଉ ଏ ସୈାଭାଗ୍ୟର ଅଧିକାରୀ ହୋଇଛନ୍ତି ଜଣେ ଓଡ଼ିଆ ପୁଅ। ମୟୁରଭଞ୍ଚ ଜିଲ୍ଲାର ଗିରୀଶଚନ୍ଦ୍ର ମୁର୍ମୁ। ଆଜି ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଆ.କେ ମାଥୁର ଲାଦାଖର ଉପରାଜ୍ୟପାଳଭାବେ ଶପଥ ନେଇଛନ୍ତି। ୧୯୮୫ ମସିହାର ଆଇ.ଏସ କ୍ୟାଡର ହେଉଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁୁୁୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଶ୍ରୀଯୁକ୍ତ ମୁର୍ମୁ ଥିଲେ ତାଙ୍କର ସ୍ୱତନ୍ତ୍ର ସଚିବ।

Tags:




