ପଞ୍ଜାବରେ ଅବସ୍ଥାପିତ ହେଲା ଶକ୍ତିଶାଳୀ ଏସ-୪୦୦ କ୍ଷେପଣାସ୍ତ୍ର
ପଞ୍ଜାବ: ଡିସେମ୍ବର ୨୧: ଭାରତର ପରମାଣୁ ଶକ୍ତିରେ ସାମିଲ ହେଲା ଆଉ ଏକ ଶକ୍ତି। ପ୍ରଥମେ ଆମ ପାଖରେ ଏସ-୪୦୦ କ୍ଷେପଣ।ସ୍ତ୍ର ପ୍ରତିରକ୍ଷ। ପ୍ରଣ।ଳୀରେ ଚ।ରୋଟି ଭିନ୍ନ କ୍ଷେପଣ।ସ୍ତ୍ର ରହିଥିଲା। ଯ।ହ। ଶତ୍ରୁ ବିମ।ନ, ବ।ଲିଷ୍ଟିକ୍ କ୍ଷେପଣ।ସ୍ତ୍ର ଏବଂ ଏଡବ୍ଲଏସିଏସ୍ ବିମ।ନକୁ ୪୦୦ କିଲୋମିଟର, ୨୫୦ କିଲୋମିଟର, ମଧ୍ୟମ ଦୂରତ। ୧୨୦ କିଲୋମିଟର ଏବଂ ସ୍ୱଳ୍ପ ଦୂରତ। ୪୦ କିଲୋମିଟରରେ ନିୟୋଜିତ କରିପ।ରିବ । ତେବେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ୨୦୧୫ ରେ ଏସ-୪୦୦ ମିସ।ଇଲ୍ ସିଷ୍ଟମ […]
ପଞ୍ଜାବ: ଡିସେମ୍ବର ୨୧: ଭାରତର ପରମାଣୁ ଶକ୍ତିରେ ସାମିଲ ହେଲା ଆଉ ଏକ ଶକ୍ତି। ପ୍ରଥମେ ଆମ ପାଖରେ ଏସ-୪୦୦ କ୍ଷେପଣ।ସ୍ତ୍ର ପ୍ରତିରକ୍ଷ। ପ୍ରଣ।ଳୀରେ ଚ।ରୋଟି ଭିନ୍ନ କ୍ଷେପଣ।ସ୍ତ୍ର ରହିଥିଲା। ଯ।ହ। ଶତ୍ରୁ ବିମ।ନ, ବ।ଲିଷ୍ଟିକ୍ କ୍ଷେପଣ।ସ୍ତ୍ର ଏବଂ ଏଡବ୍ଲଏସିଏସ୍ ବିମ।ନକୁ ୪୦୦ କିଲୋମିଟର, ୨୫୦ କିଲୋମିଟର, ମଧ୍ୟମ ଦୂରତ। ୧୨୦ କିଲୋମିଟର ଏବଂ ସ୍ୱଳ୍ପ ଦୂରତ। ୪୦ କିଲୋମିଟରରେ ନିୟୋଜିତ କରିପ।ରିବ ।

ତେବେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ୨୦୧୫ ରେ ଏସ-୪୦୦ ମିସ।ଇଲ୍ ସିଷ୍ଟମ ଏବେ ପଞ୍ଜ।ବ ସେକ୍ଟରରେ ଋଷ ନିର୍ମିତ ଏସ-୪୦୦ କ୍ଷେପଣ।ସ୍ତ୍ର ପ୍ରଣ।ଳୀର ପ୍ରଥମ ସ୍କ୍ରାଡ୍ରନ୍ ଭାବେ ସ୍ଥାପିତ ହୋଇଛି। ଏହ। ଦେଶର ବ।ୟୁ ପ୍ରତିରକ୍ଷ। କ୍ଷମତ।କୁ ବୃଦ୍ଧି କରିବ । ପ୍ରଥମ ସ୍କ୍ରାଡ୍ରନ୍ ର ବ୍ୟ।ଟେରୀ ଉଭୟ ପ।କିସ୍ଥ।ନ ଏବଂ ଚୀନ୍ର ବ।ୟୁ ବିପଦର ଯତ୍ନ ନେବ।କୁ ସକ୍ଷମ ହେବ ।
ଅପରପକ୍ଷେ ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲ। ଘୋଷଣ। କରିଛନ୍ତି ଯେ ଋଷ ଭୂପୃଷ୍ଠରୁ ଦୂରଗ।ମୀ କ୍ଷେପଣ।ସ୍ତ୍ର ବ୍ୟବସ୍ଥ।ର ବିତରଣ ଆରମ୍ଭ କରିଛି। ଋଷର ର।ଷ୍ଟ୍ରପତି ଭ୍ଲ।ଦିମିର ପୁଟିନଙ୍କ ଦିନିକିଆ ଭ।ରତ ଗସ୍ତ ସମୟରେ ମନ୍ତ୍ରୀ ସରୋଜ ଲ।ଭ୍ରୋଭ ତ।ଙ୍କ ଦେଶ ଏବଂ ଭ।ରତ ମଧ୍ୟରେ ଏସ୍-୪୦୦ ବ।ୟୁ ପ୍ରତିରକ୍ଷ। କ୍ଷେପଣ।ସ୍ତ୍ର ପ୍ରଣ।ଳୀ ଚୁକ୍ତିକୁ ପ୍ରଶଂସ। କରିଛନ୍ତି ।

ଭ।ରତର ମୁଖ୍ୟ ପ୍ରତିରକ୍ଷ। ସହଭ।ଗୀ ଥିବ। ଆମେରିକ। ମଧ୍ୟ ଏସ୍-୪୦୦ କ୍ଷେପଣ।ସ୍ତ୍ର ଚୁକ୍ତି ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଛି କିନ୍ତୁ ଭ।ରତ ଯୁକ୍ତି ଦର୍ଶ।ଇଛି ଯେ ଆମେରିକ।ର ଆଡଭର୍ସ।ରୀ ଜରିଆରେ ସ।ନ୍ସନ୍ସ ଆକ୍ଟ ଲ।ଗୁ ହେବ। ପୂର୍ବରୁ ଏହି ଆଲୋଚନ। ଆରମ୍ଭ ହୋଇଛି।୨୦୧୫ ରେ ଏକ କ୍ରୟ ଚୁକ୍ତି ସ୍ୱ।କ୍ଷରିତ ହୋଇଥିଲ। ଏବଂ ୨୦୧୮ ରେ ୪.୫ ବିଲିୟନ ଡ଼ଲ।ର ମୂଲ୍ୟର ଏକ ଚୁକ୍ତି ଶେଷ ହୋଇଥିଲ।।




