ଏକ୍ସପ୍ରେସ ଟ୍ରେନ ଲାଇନ୍ଚ୍ୟୁତ
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା । ଆଜି ସକାଳ ୫ ଟା ୫୧ ମିନିଟରେ ଶାଲିମାର – ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଲାଇନ୍ଚ୍ୟୁତ ହୋଇଥିବା ସୂଚନାମିଳିଛି । ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଟ୍ରେନଟି ମିଡିଲ ଲାଇନରୁ ଡାଉନ ଲାଇନକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ବିଶେଷ କିଛି କ୍ଷତି ହୋଇ ନଥିବାବେଳେ କେହି ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। […]
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା । ଆଜି ସକାଳ ୫ ଟା ୫୧ ମିନିଟରେ ଶାଲିମାର – ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଲାଇନ୍ଚ୍ୟୁତ ହୋଇଥିବା ସୂଚନାମିଳିଛି । ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଟ୍ରେନଟି ମିଡିଲ ଲାଇନରୁ ଡାଉନ ଲାଇନକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ବିଶେଷ କିଛି କ୍ଷତି ହୋଇ ନଥିବାବେଳେ କେହି ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ଏହି ଦୁର୍ଘଟଣା ପାଇଁ ଖଡଗପୁର ଷ୍ଟେସନ ପକ୍ଷରୁ ହେଲପ ଲାଇନ ନଂ- ୬୩୭୬୪ ଏବଂ ନଂ ୦୩୨୨୨୯-୩୭୬୪ ଜାରି କରାଯାଇଛି ।




