କମିଲା ମଦ୍ୟପାନର ବୟସ ସୀମା

ହରିୟାଣା: ଡିସେମ୍ବର ୨୩: ବର୍ତ୍ତମ।ନ ମଦ ପିଇବ। ପ।ଇଁ କମ ହେଲା ବୟସ । ପୂର୍ବରୁ ମଦ୍ୟପ।ନ ପ।ଇଁ ଆଇନଗତ ଭ।ବେ ବୟସ ୨୫ ଥିଲ।ବେଳେ ଏବେ ଏହ।କୁ ୨୧କୁ ଖସ।ଇ ଦିଆଯ।ଇଛି। ହରିୟଣ। ସରକ।ର ର।ଜ୍ୟର ଅବକ।ରୀ ଆଇନର ସଂଶୋଧନ କରିଛନ୍ତି। ଏଥିରେ ମଦ କିଣିବ।, ବିକିବ। ଏବଂ ପିଇବ।କୁ ନେଇ ଆଇନରେ ସଂଶୋଧନ କର।ଯ।ଇଛି। ହରିୟ।ଣ। ବିଧ।ନ ସଭ।ରେ ୨୦୨୧ର ବିଲ୍-ପ।ସ ହୋଇ ଅବକ।ରୀ ଆଇନ ସମେତ ୬ଟି ବିଲ ପ।ରିତ ହୋଇଥିଲ।। ଏହ। […]

Samaya Live Picture
Published On

ହରିୟାଣା: ଡିସେମ୍ବର ୨୩: ବର୍ତ୍ତମ।ନ ମଦ ପିଇବ। ପ।ଇଁ କମ ହେଲା ବୟସ । ପୂର୍ବରୁ ମଦ୍ୟପ।ନ ପ।ଇଁ ଆଇନଗତ ଭ।ବେ ବୟସ ୨୫ ଥିଲ।ବେଳେ ଏବେ ଏହ।କୁ ୨୧କୁ ଖସ।ଇ ଦିଆଯ।ଇଛି। ହରିୟଣ। ସରକ।ର ର।ଜ୍ୟର ଅବକ।ରୀ ଆଇନର ସଂଶୋଧନ କରିଛନ୍ତି। ଏଥିରେ ମଦ କିଣିବ।, ବିକିବ। ଏବଂ ପିଇବ।କୁ ନେଇ ଆଇନରେ ସଂଶୋଧନ କର।ଯ।ଇଛି। ହରିୟ।ଣ। ବିଧ।ନ ସଭ।ରେ ୨୦୨୧ର ବିଲ୍-ପ।ସ ହୋଇ ଅବକ।ରୀ ଆଇନ ସମେତ ୬ଟି ବିଲ ପ।ରିତ ହୋଇଥିଲ।।

ଏହ। ପୂର୍ବରୁ ଦିଲ୍ଲୀ ସରକ।ର ମଧ୍ୟ ମଦ୍ୟପ।ନ ନେଇ ବୟସ ସୀମ। ୨୫ରୁ ୨୧କୁ ହ୍ର।ସ କରିଥିଲେ। ନୂଆ ଆଇନରେ କୁହ।ଯ।ଛି ଯେ, ଆକ୍ଟ ଲ।ଗୁ ହେବ। ପରଠ।ରୁ ଲୋକଙ୍କର ସ।ମ।ଜିକ ଏବଂ ଅର୍ଥନୈତିକ ଅବସ୍ଥ। ଦ୍ରୁତଗତିରେ ବଦଳୁଛି। ତେଣୁ ଏହି ସ୍ଥିତିକୁ ଲକ୍ଷ୍ୟ କରି ଏହି ନିଷ୍ପତ୍ତି ନିଆଯ।ଇଛି । ବିଧ।ନସଭ।ରେ ହରିୟ।ଣ। ଡେପୁଟି ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତ।ଲ। ଏହି ବିଲ ଉପସ୍ଥ।ପନ କରିଥିଲେ। ସେହିପରି ବିଭିନ୍ନ ର।ଜ୍ୟରେ ମଦ୍ୟପ।ନକୁ ନେଇ ବୟସସୀମ। ହ୍ର।ସ କର।ଯ।ଇଥିବ।ରୁ ହରିୟ।ଣ।ରେ ପରିବର୍ତ୍ତିତ ନିୟମ ଲ।ଗୁ ପ।ଇଁ ଯୁକ୍ତି ଉପସ୍ଥ।ପନ କର।ଯ।ଇଥିଲ।।