ବିବାହ କରିବାକୁ ଭାରତ ଆସିଥିଲେ ମହିଳା, ହୋଟେଲରୁ ମିଳିଲା ଶବ
ସମୟ ଲାଇଭ୍,୧୬/୧୧: ରାଜଧାନୀ ଦିଲ୍ଲୀର ପହାଡ଼ ଗଞ୍ଜ ଅଞ୍ଚଳରୁ ଜଣେ ବିଦେଶୀ ମହିଳାଙ୍କ ଶବ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୪୯ ବର୍ଷିୟ ଏହି ମହିଳାଙ୍କ ଶବ ପହାଡ଼ଗଞ୍ଜସ୍ଥିତ ତାସକନ୍ଦ ହୋଟେଲରୁ ଜବତ କରିବା ସହ ତଦନ୍ତ ଚଳାଇଛି। ଭାରତୀୟ ରୀତିନୀତିରେ ବିବାହ କରିବା ପାଇ ଁ ସ୍ୱାମୀଙ୍କ ସହ ନ୍ୟୁଜିଲ୍ୟାଣ୍ଡରୁ ଭାରତ ଆସିଥିବା ଏହି ମହିଳାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି।

Tags: