ମାଡିଆସୁଛି ସାମୁଦ୍ରକ ଝଡ କାଇରା
ସମୟ ଲାଇଭ,୨୬/୧୦: ପଶ୍ଚିମ କେନ୍ଦ୍ରୀୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୁପ ନେଇଛି ଆଉ ସ୍ଥଳଭାଗ ଆଡକୁ ମାଡି ଆସୁଛି ଏହା ପ୍ରଭାବରେ କର୍ଣ୍ଣାଟରେ ପ୍ରବଳ ବର୍ଷା ହେଇଛି। ସୁରକ୍ଷା ଦୃଷ୍ଟିରୁ ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତରିତ କରିଛି ପ୍ରଶାସନ। ଏହି ସାମୁଦ୍ରିକ ଝଡ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରମଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଜୀବାକୁ ବାରଣ କରାଯାଇଛି। […]
ସମୟ ଲାଇଭ,୨୬/୧୦: ପଶ୍ଚିମ କେନ୍ଦ୍ରୀୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୁପ ନେଇଛି ଆଉ ସ୍ଥଳଭାଗ ଆଡକୁ ମାଡି ଆସୁଛି ଏହା ପ୍ରଭାବରେ କର୍ଣ୍ଣାଟରେ ପ୍ରବଳ ବର୍ଷା ହେଇଛି। ସୁରକ୍ଷା ଦୃଷ୍ଟିରୁ ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତରିତ କରିଛି ପ୍ରଶାସନ। ଏହି ସାମୁଦ୍ରିକ ଝଡ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରମଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଜୀବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଏନଡିଆଫ,ଫାୟାର ବିଭାଗ ଓ ରାପିଡ ଆକ୍ସନ ଟିମ ସଜାଗ ରହିଛି। ଏହି ସମୟରେ ପର୍ଯ୍ୟଟକଙ୍କୁ କର୍ଣ୍ଣାଟକ ନଯିବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

Tags:




