କାପୁରୁଷର ବର୍ବରତା,ହାତରେ ବନ୍ଧୁକ ଆଉ ହାତ ପାହାନ୍ତାରେ ଶୀକାର

ସମୟ ଲାଇଭ,୨୯/୧୦: ହାତରେ ବନ୍ଧୁକ ଆଉ ହାତ ପାହାନ୍ତାରେ ଶୀକାର। ଲକ୍ଷକରି ନିରୀହ ହରିଣକୁ ଗୁଳି ମାରୁଛି ଶିକାରୀ। ଭିଡ଼ିଓଟି ପ୍ରକୃତରେ କେଉଁଠି ଘଟିଛି ଜଣାପଡିନଥିଲେ ସୁଧା ଓଡ଼ିଶା ବାହାରେ କେଉଁ ଏକ ପାର୍କର ବୋଲି ସ୍ପଷ୍ଟ ଜଣା ପଡୁଛି।

Samaya Live Picture
Published On

Tags: