ପୁଣି ନିରାଶ ହେଲେ ଚିଦାମ୍ବରମ,୧୩ ଯାଏ ରହିବେ ଜେଲରେ

ସମୟ ଲାଇଭ,୩୦/୧୦: ଆଇନକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ପୁଣି ଥିରେ ନିରାଶ ହେବାକୁୂ ପଡିଛି। ଦ୍ୱିଲ୍ଳୀର ସ୍ପେସାଲ କୋର୍ଟ ଆଜି ଚିଦାମ୍ବରଙ୍କ ଜାମିନ ମିଆଦିକୁ ୧୩ ଯାଏ ବୃଦ୍ଧି କରିଛନ୍ତି। ଏବେ ସେ ୧୪ ଦିନ କାଳ ଜେଲରେ ରହିବେ ବୋଲି ଜଣାପଡିଛି। ଆଜି ତାଙ୍କ ହାଜତ ବିଆଦି ଶେଷ ହେଇଥିବାବେଳେ ତାଙ୍କୁ ସ୍ୱତନ୍ତ୍ର ବିଚାରପତିି ଅଜୟ କୁମାର ଗୁହାଙ୍କ ଆଗରେ ହାଜର କରିଥିଲା। ଏହୀ ସମୟରେ […]

Samaya Live Picture
Published On

ସମୟ ଲାଇଭ,୩୦/୧୦: ଆଇନକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ପୁଣି ଥିରେ ନିରାଶ ହେବାକୁୂ ପଡିଛି। ଦ୍ୱିଲ୍ଳୀର ସ୍ପେସାଲ କୋର୍ଟ ଆଜି ଚିଦାମ୍ବରଙ୍କ ଜାମିନ ମିଆଦିକୁ ୧୩ ଯାଏ ବୃଦ୍ଧି କରିଛନ୍ତି। ଏବେ ସେ ୧୪ ଦିନ କାଳ ଜେଲରେ ରହିବେ ବୋଲି ଜଣାପଡିଛି। ଆଜି ତାଙ୍କ ହାଜତ ବିଆଦି ଶେଷ ହେଇଥିବାବେଳେ ତାଙ୍କୁ ସ୍ୱତନ୍ତ୍ର ବିଚାରପତିି ଅଜୟ କୁମାର ଗୁହାଙ୍କ ଆଗରେ ହାଜର କରିଥିଲା। ଏହୀ ସମୟରେ ଇଡି ତାଙ୍କୁ ଆଉ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିଲା ଯାହାକୁ ଅଗ୍ରାହ୍ୟ କରିଦେଇଥିଲେ କୋର୍ଟ। ଏହାପରେ କୋର୍ଟ ତାଙ୍କୁ ୧୩ ତାରିଖ ଯାଏ ତିହାର ଜେଲକୁ ପଟାଇ ଦେଇଛନ୍ତି। ଆଜି କୋର୍ଟ ପରିସରରେ ଏକ ଅପ୍ରିତିକର ପରିସ୍ତିତି ଦେଖିବାକୁ ମିଳିଥିଲା। କୋର୍ଟ ଭିତରେ ଜଣେ ବ୍ୟକ୍ତି ଜିଦାମ୍ବରଙ୍କ ଫଟୋ ଉଠାଇବା ଘଟଣାକୁ ନେଇ ଅସନ୍ତୋଷ ଜାହୀର କରିଥିଲେ କୋର୍ଟ। ପଟୋ ଉଠାଇଥିବା ବ୍ୟକ୍ତିଙ୍କ ଠାରୁ ଫଟୋ ଜବତ ହେବା ସହ ସର୍ବସମ୍ମୁଖରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ ଅଦାଲତ।

Tags: