ବଢିଲା ରଣବୀରଙ୍କ ପାଇଁ ଅଡୁଆ: ଘରେ ପହଁଚିଲା ପୋଲିସ

ମୁମ୍ବାଇ:ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ।ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବିବାଦ ଉଗ୍ର ହେବା ସହ ଏବେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଦେଶର ସଂସଦୀୟ ଷ୍ଟାଣ୍ଡିଂ କମିଟି। ଅନ୍ୟପଟେ ସୋ’ର ଆୟୋଜକଙ୍କୁ ଖୋଜୁଛି ପୁଲିସ ୟୁଟ୍ୟୁବରୁ କଣ୍ଟେଣ୍ଟ୍ ହଟାଇବାକୁ ନର୍ଦ୍ଦେଶ ରହିଛି।ୟୁଟ୍ୟୁବର ରଣବୀର […]

ବଢିଲା ରଣବୀରଙ୍କ ପାଇଁ ଅଡୁଆ: ଘରେ ପହଁଚିଲା ପୋଲିସ
Samaya Live Picture
Published On

ମୁମ୍ବାଇ:ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ।ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବିବାଦ ଉଗ୍ର ହେବା ସହ ଏବେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଦେଶର ସଂସଦୀୟ ଷ୍ଟାଣ୍ଡିଂ କମିଟି।
ଅନ୍ୟପଟେ ସୋ’ର ଆୟୋଜକଙ୍କୁ ଖୋଜୁଛି ପୁଲିସ ୟୁଟ୍ୟୁବରୁ କଣ୍ଟେଣ୍ଟ୍ ହଟାଇବାକୁ ନର୍ଦ୍ଦେଶ ରହିଛି।ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ, ସୋସିଆଲ ମିଡିଆ ଇନଫ୍ଲୁଏନସର ଅପୂର୍ବ ମଖିଜା, ହାସ୍ୟ କଳାକାର ସମୟ ରୈନା ଓ ‘ଇଣ୍ଡିଆଜ୍ ଗଟ୍‌ ଲାଟେଣ୍ଟ’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଏକ ରିଆଲିଟି ସୋରେ ବିବାଦୀୟ କମେଣ୍ଟ କରି ଆକ୍ରୋଶର ଶିକାର ହୋଇଛନ୍ତି ରଣବୀର । ରଣବୀରଙ୍କ ନାଁରେ ପୁଲିସରେ ମାମଲା ରୁଜୁ ହେବା ସହ ମୁମ୍ବାଇ ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।

Tags: