ସପ୍ତଗିରି ଉଲାକାଙ୍କୁ ବଡ଼ ଦାୟିତ୍ୱ: ୪ ରାଜ୍ୟର ପ୍ରଭାରୀ ହେଲେ କୋରାପୁଟ ସାଂସଦ
ନୂଆଦିଲ୍ଲୀ:କୋରାପୁଟ୍ ସାଂସଦ ସପ୍ତଗିରି ଉଲାକାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ୪ ରାଜ୍ୟର ଦାୟିତ୍ବ ତାଙ୍କୁ ଦିଆ ଯାଇଛି। ୪ ରାଜ୍ୟର ପ୍ରଭାରୀ ଦାୟିତ୍ବ ଭଳି ପଦ ପାଇଛନ୍ତି ସପ୍ତଗିରି ଉଲାକା।ଏଆଇସିସି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ମଣିପୁର, ତ୍ରିପୁରା, ସିକ୍କିମ୍, ନାଗାଲାଣ୍ଡର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ସପ୍ତଗିରି ଉଲାକାଙ୍କୁ ମିଳିଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ଦେଇଛି ଏଆଇସିସି।ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି […]
ନୂଆଦିଲ୍ଲୀ:କୋରାପୁଟ୍ ସାଂସଦ ସପ୍ତଗିରି ଉଲାକାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ୪ ରାଜ୍ୟର ଦାୟିତ୍ବ ତାଙ୍କୁ ଦିଆ ଯାଇଛି। ୪ ରାଜ୍ୟର ପ୍ରଭାରୀ ଦାୟିତ୍ବ ଭଳି ପଦ ପାଇଛନ୍ତି ସପ୍ତଗିରି ଉଲାକା।ଏଆଇସିସି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ମଣିପୁର, ତ୍ରିପୁରା, ସିକ୍କିମ୍, ନାଗାଲାଣ୍ଡର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ସପ୍ତଗିରି ଉଲାକାଙ୍କୁ ମିଳିଛି।
ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ଦେଇଛି ଏଆଇସିସି।ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।




