ବାଗଦାଦ୍ ଏୟାରପୋର୍ଟରେ ଆମେରିକାର ଆକ୍ରମଣ

ସମୟ ଲାଇଭ,୩/୧: ବାଗଦାଦ୍ ଏୟାରପୋର୍ଟରେ ଆମେରିକା ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିସହ ବିମାନ ବନ୍ଦର ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିବା ଜଣାପଡ଼ିଛି। ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ଭିତରେ କୁର୍ଦ୍ଦୁଶ ଫୋର୍ସର ମୁଖ୍ୟ ଜେନେରାଲ କାସିମ ସୁଲେମାନି ନିହତ ହୋଇଥିବା ସୂଚନା ମିଳିଛି। ସୁଲେମାନିର ମୃତ୍ୟୁ ନେଇ ହ୍ୱାଇଟ ହାଉସ ସ୍ପଷ୍ଟ କରିଛି। ସେହିପରି ଇରାକର ମିଲିସିଆ କମାଣ୍ଡର ଅବୁ ମହହି ଉଲ-ମୁହାନ୍ଦିସ ନିହତ ମଧ୍ୟ ହୋଇଛି।

Samaya Live Picture
Published On