ଭାରତୀୟ ବାୟୁସେନାର ନୂତନ ୟୁନିଫର୍ମ ଉନ୍ମୋଚିତ
ଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ନିଜର ୯୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଚଣ୍ଡିଗଡ଼ଠାରେ ଏକ ସତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଚାଲିଛି । ଏହି କାର୍ଯ୍ୟକ୍ରମରେ ବାୟୁସେନାର ନୂଆ ୟୁନିଫର୍ମ ଉଚ୍ମୋଚନ କରାଯାଇଛି । ନେକ ବିଶେଷତା ରଖୁଥିବା ଏହି ୟୁନିଫର୍ମ ଡିଜିଟାଲ କମ୍ବାର୍ଟ ୟୁନିଫର୍ମ ଭାବେ ପରିଚିତ ହେବ । ସୂଚନା ଅନୁସାରେ,ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାହସହିତ […]
ଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ନିଜର ୯୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଚଣ୍ଡିଗଡ଼ଠାରେ ଏକ ସତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଚାଲିଛି । ଏହି କାର୍ଯ୍ୟକ୍ରମରେ ବାୟୁସେନାର ନୂଆ ୟୁନିଫର୍ମ ଉଚ୍ମୋଚନ କରାଯାଇଛି । ନେକ ବିଶେଷତା ରଖୁଥିବା ଏହି ୟୁନିଫର୍ମ ଡିଜିଟାଲ କମ୍ବାର୍ଟ ୟୁନିଫର୍ମ ଭାବେ ପରିଚିତ ହେବ ।

ସୂଚନା ଅନୁସାରେ,ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାହସହିତ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ଚଣ୍ଡିଗଡରେ ଏୟାର ସୋ ପ୍ରଦର୍ଶନ କରାଯାଇଛି । ପ୍ରଥମ ଧର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ବାର୍ଷିକ ପରେଡ ଅନୁଷ୍ଠିତ ହୋଇଥାଏ ।




