ଇସ୍ତଫା ଦେଲେ ଅବଦୁଲ ସତ୍ତାର

ମହାରାଷ୍ଟ୍ର,୪/୧: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅବଦୁଲ ସତ୍ତାର। ଶନିବାର ଅବଦୁଲ ସତ୍ତାର ମନ୍ତ୍ରିପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଅବଦୁଲ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ଗତ କିଛି ଦିନ ତଳେ ଉଦ୍ଧବ ଠାକରେ ବହୁମତ ଦେଖାଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ। ପରେ ସେ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଘୋଷଣା କରିଥିଲେ। ସେହିପରି ଉଦ୍ଧବ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି।

Samaya Live Picture
Published On

Tags: