ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୬ ଯବାନ ଗୁରୁତର

ଜାମ୍ମୁ -କାଶ୍ମୀର : ଜମ୍ମୁ-କାଶ୍ମୀର ରଜୌରୀ ଜିଲ୍ଲାରେ ନୌଶେରା ସେକ୍ଟର Loc ନିକଟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ନୌସେରା ସେକ୍ଟର ଖମ୍ବା ନିକଟରେ ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯବାନଙ୍କ ଗୋଡ଼ ଅକସ୍ମାତ ଲାଗିଯିବାରୁ ଘଟିଥିଲା ବିସ୍ଫୋରଣ । ସମସ୍ତ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରଜୌରୀର ୧୫୦ ଜେନେରାଲ ହସ୍ପିଟାଲ(ଜିଏଚ୍‌)ରେ ଭର୍ତ୍ତି କରାଯାଇଛି।

Samaya Live Picture
Published On

Tags: