ଗାଈ ପେଟରୁ ବାହାରିଲା ୫୨ କିଲୋର ପ୍ଳାଷ୍ଟିକ 

ସମୟ ଲାଇଭ,୨୩/୧୦: ଆଜ୍ଞା ହଁ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁରେ। ପ୍ଳାଷ୍ଟକର ବିଷ ବଳୟରେ ଖାଲି ଯେ ମଣିଷ କଲବଲ ହେଉଛି ତାହା ନୁହେଁ ପଶୁମାନେ କିଭଳି ଏହି ମହାମାରୀର ଶିକାର ହେଉଛନ୍ତି ତାର ଜ୍ଜଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଗୋଟିଏ ଗାଈ ପେଟରୁ ବାହାରିଛି ୫୨ କିଲୋ ଓଜନର ପ୍ଳାଷ୍ଟକ ତା ସହିତ ଆହୁରୀ ଅନେକ ଧାତୁ ଓ ଆବର୍ଜନା। ଏତେ ମାତ୍ରାର ପ୍ଳାଷ୍ଟକ ବାହାରିଥିବାରୁ […]

Samaya Live Picture
Published On
ସମୟ ଲାଇଭ,୨୩/୧୦: ଆଜ୍ଞା ହଁ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁରେ। ପ୍ଳାଷ୍ଟକର ବିଷ ବଳୟରେ ଖାଲି ଯେ ମଣିଷ କଲବଲ ହେଉଛି ତାହା ନୁହେଁ ପଶୁମାନେ କିଭଳି ଏହି ମହାମାରୀର ଶିକାର ହେଉଛନ୍ତି ତାର ଜ୍ଜଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଗୋଟିଏ ଗାଈ ପେଟରୁ ବାହାରିଛି ୫୨ କିଲୋ ଓଜନର ପ୍ଳାଷ୍ଟକ ତା ସହିତ ଆହୁରୀ ଅନେକ ଧାତୁ ଓ ଆବର୍ଜନା। ଏତେ ମାତ୍ରାର ପ୍ଳାଷ୍ଟକ ବାହାରିଥିବାରୁ ଡାକ୍ତର ବି ହୋଇଛନ୍ତି ଆଶ୍ଚର୍ଯ୍ୟ। ଦୀର୍ଘ ପାଞ୍ଚଘଣ୍ଟାର ଅସ୍ତ୍ରପ୍ରଚାର ପରେ ଡାକ୍ତରମାନେ ଏହି ପ୍ଳାଷ୍ଟିକ ବାହାର କରିବାକୁ ସକ୍ଷମ ହୋଇଛନ୍ତି। ଗାଈଟିକୁ ସହର ଉପକଣ୍ଠରୁ ତାମିଲନାଡୁର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟଳୟକୁ ଅଣାଯାଇଥିଲ। ସେଠରେ ଡାକ୍ତର ମାନେ ଏଭଳି ବିରଳ ଅସ୍ତ୍ରପ୍ରଚାର କରି ଗାଈ ପେଟରୁ ଏତେ ପରିମାଣରେ ପ୍ଳାଷ୍ଟକ ଓ ଅନ୍ୟାନ୍ୟ ଆବର୍ଜନା ସବୁ ବାହାର କରିଥିଲେ। ତେେ ବ ଏଠାରେ ପ୍ରଶ୍ନ ଉଠୁଛି ମଣିଷର ଭୁଲ ପାଇଁ ନିରୀହ ପଶୁୂଟିକୁ ଆଜି ଏତେ ବଡ ଯନ୍ତ୍ରଣା ଭୋଗିବାକୁ ପଡିଲା।

Tags: