ଇସ୍ରାଏଲ ଆକ୍ରମଣରେ ଗାଜାରେ ୩୯ ମୃତ
ତେଲ ଅଭିଭ: ସୋମବାର ସକାଳେ ଗାଜାରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ୩୩ ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଛି। ଅନେକ ଏଥିରେ ଆହତ ହୋଇଛନ୍ତି। ଲେବାନନର ଜାତୀୟ ଖବରସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବେକ୍କା ଅଞ୍ଚଳର ସାହମାରରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଦକ୍ଷିଣ ଲେବାନନରେ ହୋଇଥିବା ଆକ୍ରମଣରେ ୨ ଜଣ ନାଗରିକ ଆହତ ହୋଇଛନ୍ତି।

Tags: