ୱାଗନର ଗ୍ରୁପକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ରୁଷ୍

ମସ୍କୋ: ରୁଷ୍ର ଘରୋଇ ସେନା ୱାଗନର ଗ୍ରୁପ୍‌କୁ ବ୍ରିଟେନ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। କିଛିଦିନ ତଳେ ୱାଗ୍ନର ଗ୍ରୁପ୍ର ମୁଖ୍ୟ ୟେବେଗନି ପ୍ରିଗୋଝିନଙ୍କ ଏକ ରହସ୍ୟମୟ ବିମା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି । ୱାଗନର ଗ୍ରୁପ୍ କିଛିଦିନ ତଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲା। ତେବେ ପୁଟିନ ଏହି ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ। […]

Samaya Live Picture
Published On

ମସ୍କୋ: ରୁଷ୍ର ଘରୋଇ ସେନା ୱାଗନର ଗ୍ରୁପ୍‌କୁ ବ୍ରିଟେନ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। କିଛିଦିନ ତଳେ ୱାଗ୍ନର ଗ୍ରୁପ୍ର ମୁଖ୍ୟ ୟେବେଗନି ପ୍ରିଗୋଝିନଙ୍କ ଏକ ରହସ୍ୟମୟ ବିମା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି । ୱାଗନର ଗ୍ରୁପ୍ କିଛିଦିନ ତଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲା। ତେବେ ପୁଟିନ ଏହି ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ। ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରିଗୋଝିନ ଏବଂ ପୁଟିନଙ୍କ ମଧ୍ୟରେ ତୀବ୍ର ମତଭେଦ ଲାଗି ରହିଥିବା ବେଳେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ପାଇଁ ଅନେକ କ୍ରେମ୍ଲିନକୁ ଦାୟୀ କରୁଛନ୍ତି।

Tags: