ୱାଇଏସଆରସିପିରେ ଯୋଗ ଦେଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ
ନୂଆଦିଲ୍ଲୀ : ପୂର୍ବତନ ଭାାରତୀୟ କ୍ରିକେଟର ଅମ୍ବାତ ରାୟୁଡ଼ୁ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ଉପସ୍ଥିତିରେ ୱାଇଏସ୍ଆରସିପି (ୱାଇଏସ୍ଆର କଂଗ୍ରେସ ପାର୍ଟି)ରେ ଯୋଗ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ ଏବଂ ସାଂସଦ ପେଡ୍ଡିରେଡ୍ଡି ମିଥୁନ ରେଡ୍ଡି ଏବଂ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମର ଏକ ଭିଡିଓ ଆଜି ୱାଇଆରସିପିର ସୋସିଆଲ ମିଡିଆ ଆକାଉଣ୍ଟ୍ ଏକ୍ସରେ ସେୟାର କରାଯାଇଛି। ଅମ୍ବାତତି ରାୟୁଡ଼ୁ […]
ନୂଆଦିଲ୍ଲୀ : ପୂର୍ବତନ ଭାାରତୀୟ କ୍ରିକେଟର ଅମ୍ବାତ ରାୟୁଡ଼ୁ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ଉପସ୍ଥିତିରେ ୱାଇଏସ୍ଆରସିପି (ୱାଇଏସ୍ଆର କଂଗ୍ରେସ ପାର୍ଟି)ରେ ଯୋଗ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ ଏବଂ ସାଂସଦ ପେଡ୍ଡିରେଡ୍ଡି ମିଥୁନ ରେଡ୍ଡି ଏବଂ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମର ଏକ ଭିଡିଓ ଆଜି ୱାଇଆରସିପିର ସୋସିଆଲ ମିଡିଆ ଆକାଉଣ୍ଟ୍ ଏକ୍ସରେ ସେୟାର କରାଯାଇଛି। ଅମ୍ବାତତି ରାୟୁଡ଼ୁ ୨୦୨୩ ଆଇପିଏଲ୍ ସିଜନ ପରେ ସବୁ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ସେ ମଧ୍ୟ ଆନ୍ଧ୍ରପ୍ରଦେଶ ଏବଂ ହାଇଦ୍ରାବାଦ ଡୋମେଷ୍ଟିକ୍ କ୍ରିକେଟରେ ଯୋଗ ଦେଇଛନ୍ତି।




