୯୧ ବର୍ଷରେ ଜର୍ଜିଓ ଅର୍ମାନିଙ୍କ ପରଲୋକ
ରୋମ୍: ଅର୍ମାନି ଗ୍ରୁପ ମୁଖ୍ୟ ଜର୍ଜିଓ ଅର୍ମାନିଙ୍କର ୯୧ବର୍ଷ ବୟସରେ ପରଲୋକ ଘଟିଛି। ବୟସାଧିକ୍ୟ କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମିଲାନ ରେଡି-ଟୁ -ୱେର୍କୁ ସେ ଲୋକପ୍ରିୟ କରାଇଥିଲେ। ଡିଜାଇନର ସହିତ ବ୍ୟବସାୟିକ ନିଖୁଣତାକୁ ଉପଯୋଗ କରି ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ୧୦ ବିଲିୟନ ଡଲାରରେ ପହଞ୍ଚାଇଥିଲେ। ଅସୁସ୍ଥତା କାରଣରୁ ସେ ଜୁନ୍ରେ ହୋଇଥିବା ମିଲାନ ମେନ୍ସ ଫ୍ୟାସନ ୱିକ୍ରେ ପ୍ରଥମ ଥର ପାଇଁ ଯୋଗଦେଇ ପାରିନଥିଲେ। ତାଙ୍କ ଶେଷକୃତ୍ୟ ତାରିଖ […]
ରୋମ୍: ଅର୍ମାନି ଗ୍ରୁପ ମୁଖ୍ୟ ଜର୍ଜିଓ ଅର୍ମାନିଙ୍କର ୯୧ବର୍ଷ ବୟସରେ ପରଲୋକ ଘଟିଛି। ବୟସାଧିକ୍ୟ କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମିଲାନ ରେଡି-ଟୁ -ୱେର୍କୁ ସେ ଲୋକପ୍ରିୟ କରାଇଥିଲେ। ଡିଜାଇନର ସହିତ ବ୍ୟବସାୟିକ ନିଖୁଣତାକୁ ଉପଯୋଗ କରି ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ୧୦ ବିଲିୟନ ଡଲାରରେ ପହଞ୍ଚାଇଥିଲେ। ଅସୁସ୍ଥତା କାରଣରୁ ସେ ଜୁନ୍ରେ ହୋଇଥିବା ମିଲାନ ମେନ୍ସ ଫ୍ୟାସନ ୱିକ୍ରେ ପ୍ରଥମ ଥର ପାଇଁ ଯୋଗଦେଇ ପାରିନଥିଲେ। ତାଙ୍କ ଶେଷକୃତ୍ୟ ତାରିଖ ଧାର୍ଯ୍ୟ ହୋଇନଥିବାବେଳେ ଏହି କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ରଖାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।




