୪ ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ପୁ‌ଷ୍ପ କମଲ ଦହଲ ବୁଧବାରଠାରୁ ୪ ଦିନିଆ ଭାରତ ଗସ୍ତ‌ରେ ଆସିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ଗତକାଲି ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ଭବ୍ୟ ସ୍ବାଗତ କରିଥିଲେ। ନେପାଳ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସହ କଥା ‌ହେବେ। ଦୁଇ ରାଷ୍ଟ୍ର ମଧ୍ୟରେ କିଛି ଦ୍ବିପାକ୍ଷିକ ଆଲୋଚନା ଅଛି। ସରକାରୀ କାର୍ଯ୍ୟକ୍ରମ ବାଦ୍‌ ପୁଷ୍ପ କମଲ ଦହଲ ମଧ୍ୟ ମଧ୍ୟପ୍ରଦେଶରେ ଉଜ୍ଜୟିନୀ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ପୁ‌ଷ୍ପ କମଲ ଦହଲ ବୁଧବାରଠାରୁ ୪ ଦିନିଆ ଭାରତ ଗସ୍ତ‌ରେ ଆସିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ଗତକାଲି ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ଭବ୍ୟ ସ୍ବାଗତ କରିଥିଲେ। ନେପାଳ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସହ କଥା ‌ହେବେ। ଦୁଇ ରାଷ୍ଟ୍ର ମଧ୍ୟରେ କିଛି ଦ୍ବିପାକ୍ଷିକ ଆଲୋଚନା ଅଛି। ସରକାରୀ କାର୍ଯ୍ୟକ୍ରମ ବାଦ୍‌ ପୁଷ୍ପ କମଲ ଦହଲ ମଧ୍ୟ ମଧ୍ୟପ୍ରଦେଶରେ ଉଜ୍ଜୟିନୀ ଏବଂ ଇନ୍ଦୋର ବୁଲିବେ।

Tags: