୪ ଇସ୍ରାଏଲୀ ମହିଳା ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍
ନୂଆଦିଲ୍ଲୀ : ଗାଜା ଯୁଦ୍ଧବିରତି ଚୁକ୍ତି ମୁତାବତ ୪ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଆଜି ହମାସ ମୁକ୍ତ କରିଛି। ଏକ ରିପୋର୍ଟ ଅନୁଯାୟୀ, ୪ ଜଣ ମହିଳାଙ୍କୁ ମୁକ୍ତ କରିବା ପୂର୍ବରୁ ଗାଜା ସିଟିର ପାଲେଷ୍ଟାଇନ ଛକରେ ହମାସ ବନ୍ଧୁକଧାରୀ ଏବଂ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ସେମାନେ ହସିହସି ଭିଡ଼କୁ ହାତ ହଲାଇଥିଲେ। ଏହାପରେ ସେମାନେ ରେଡକ୍ରସ କାରରେ ବସିଥିଲେ। ରିପୋର୍ଟ ଅନୁଯାୟୀ, ଏହି ୪ ଜଣ ମହିଳା ହେଉଛନ୍ତି ଇସ୍ରାଏଲର ସୈନିକ, ଯେଉଁମାନଙ୍କୁ […]
ନୂଆଦିଲ୍ଲୀ : ଗାଜା ଯୁଦ୍ଧବିରତି ଚୁକ୍ତି ମୁତାବତ ୪ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଆଜି ହମାସ ମୁକ୍ତ କରିଛି। ଏକ ରିପୋର୍ଟ ଅନୁଯାୟୀ, ୪ ଜଣ ମହିଳାଙ୍କୁ ମୁକ୍ତ କରିବା ପୂର୍ବରୁ ଗାଜା ସିଟିର ପାଲେଷ୍ଟାଇନ ଛକରେ ହମାସ ବନ୍ଧୁକଧାରୀ ଏବଂ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ସେମାନେ ହସିହସି ଭିଡ଼କୁ ହାତ ହଲାଇଥିଲେ। ଏହାପରେ ସେମାନେ ରେଡକ୍ରସ କାରରେ ବସିଥିଲେ। ରିପୋର୍ଟ ଅନୁଯାୟୀ, ଏହି ୪ ଜଣ ମହିଳା ହେଉଛନ୍ତି ଇସ୍ରାଏଲର ସୈନିକ, ଯେଉଁମାନଙ୍କୁ ଅକ୍ଟୋବର ୭ ରେ ହମାସ ଆକ୍ରମଣ ସମୟରେ ଇସ୍ରାଏଲର ନାହଲ ଓଜ୍ ସାମରିକ ଘାଟିରୁ ଅପହରଣ କରାଯାଇଥିଲା।




