୨୪ ଘଣ୍ଟାରେ ୪୪ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୫୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୪ ଘଣ୍ଟାରେ ୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି ଏବଂ ସକ୍ରିୟ ମାମଲା ୫୩,୮୫୨। କରୋନା ମୃତ୍ୟୁସଂଖ୍ୟା ୫,୩୧,୪୬୮ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୨ ପ୍ରତିଶତ। ଅନ୍ୟପକ୍ଷେ ମୋଟ୍ ୪,୪୩,୪୭,୦୨୪ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ। ଗତ କିଛିଦିନ ଧରି ଦେଶରେ […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୫୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୪ ଘଣ୍ଟାରେ ୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି ଏବଂ ସକ୍ରିୟ ମାମଲା ୫୩,୮୫୨। କରୋନା ମୃତ୍ୟୁସଂଖ୍ୟା ୫,୩୧,୪୬୮ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୨ ପ୍ରତିଶତ। ଅନ୍ୟପକ୍ଷେ ମୋଟ୍ ୪,୪୩,୪୭,୦୨୪ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ। ଗତ କିଛିଦିନ ଧରି ଦେଶରେ ସଂକ୍ରମଣ କମୁଛି। କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ୁଛି। କରୋନା ମୃତ୍ୟୁ ପ୍ରତିଦିନ ୨୦ ଉପରେ ରହୁଛି। ଅବଶ୍ୟ କେରଳ ଏହାର ପୂର୍ବ ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ୁଛି।

Tags: