୨୦୨୬ ଫେବ୍ରୁଆରିରେ ବାଂଲାଦେଶ ନିର୍ବାଚନ : ୟୁନୁସ

ଢାକା: ବାଂଲାଦେଶର ଅନ୍ତରୀଣ ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୬ ଫେବ୍ରୁଆରିରେ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କ୍ଷମତାଚ୍ୟୁତ ହେବାର ବର୍ଷ ପୂର୍ତ୍ତି ଅବସରରେ ୟୁନୁସ ରାଷ୍ଟ୍ରାୟତ ଟିଭି , ବିଟିଭି ଏବଂ ରେଡିଓକୁ ଉଦ୍‌ବୋଧନ ଦେଇ ଫେବ୍ରୁଆରିରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ୟୁନୁସ କହିଛନ୍ତି, ଆମେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାପାଇଁ ଆସନ୍ତାକାଲିଠାରୁ ମାନସିକ ଭାବେ ଏବଂ ଆନୁଷ୍ଠାନିତ […]

୨୦୨୬ ଫେବ୍ରୁଆରିରେ ବାଂଲାଦେଶ ନିର୍ବାଚନ : ୟୁନୁସ
Samaya Live Picture
Published On

ଢାକା: ବାଂଲାଦେଶର ଅନ୍ତରୀଣ ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୬ ଫେବ୍ରୁଆରିରେ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କ୍ଷମତାଚ୍ୟୁତ ହେବାର ବର୍ଷ ପୂର୍ତ୍ତି ଅବସରରେ ୟୁନୁସ ରାଷ୍ଟ୍ରାୟତ ଟିଭି , ବିଟିଭି ଏବଂ ରେଡିଓକୁ ଉଦ୍‌ବୋଧନ ଦେଇ ଫେବ୍ରୁଆରିରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ୟୁନୁସ କହିଛନ୍ତି, ଆମେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାପାଇଁ ଆସନ୍ତାକାଲିଠାରୁ ମାନସିକ ଭାବେ ଏବଂ ଆନୁଷ୍ଠାନିତ ଭାବେ ପ୍ରସ୍ତୁତି କରିବା ଉଚିତ। ଏହା ଫଳରେ ଚଳିତ ବର୍ଷର ନିର୍ବାଚନ ଦେଶର ଇତିହାସରେ ସ୍ମରଣୀୟ ହୋଇ ରହିବ।

Tags: