୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ ଆସନ ଜିତିବ: ସାମ୍ ପିଟ୍ରୋଡ଼ା

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍)ର ସଠିକତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି କହିଛନ୍ତି ଯେ ଯଦି ଇଭିଏମ୍ ଠିକ୍ କରା ନ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୪୦୦ ଆସନ ଜିତିବା ଅସମ୍ଭବ ନୁହେଁ। ପିଟ୍ରୋଡ଼ା କହିଛନ୍ତି , ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍ଜିଓର ମୁଖ୍ୟ ସୁପାରିସ ହେଉଛି ଭିଭିପାଟ୍ ବ୍ୟବସ୍ଥାର ବର୍ତ୍ତମାନର ଡିଜାଇନ୍ ବଦଳାଇବା। ପିଟ୍ରୋଡ଼ା କହିଛନ୍ତି, ମୁଁ […]

Samaya Live Picture
Published On

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍)ର ସଠିକତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି କହିଛନ୍ତି ଯେ ଯଦି ଇଭିଏମ୍ ଠିକ୍ କରା ନ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୪୦୦ ଆସନ ଜିତିବା ଅସମ୍ଭବ ନୁହେଁ। ପିଟ୍ରୋଡ଼ା କହିଛନ୍ତି , ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍ଜିଓର ମୁଖ୍ୟ ସୁପାରିସ ହେଉଛି ଭିଭିପାଟ୍ ବ୍ୟବସ୍ଥାର ବର୍ତ୍ତମାନର ଡିଜାଇନ୍ ବଦଳାଇବା। ପିଟ୍ରୋଡ଼ା କହିଛନ୍ତି, ମୁଁ ନିର୍ବାଚନ କମିସନଙ୍କ ଜବାବକୁ ଅପେକ୍ଷା କରିଥିଲି କିନ୍ତୁ ଯେତେବେଳେ ତାହା ହେଲା ନାହିଁ ମୁଁ ଏହି ଟିପ୍ପଣୀ ରଖିବାକୁ ସ୍ଥିର କଲି। ପିଟ୍ରୋଡ଼ା କହିଛନ୍ତି, ୫ଟି ରାଜ୍ୟରେ ନିର୍ବାଚନ ସରିଛି ଏବଂ ୨୦୨୪ ନିର୍ବାଚନ ଆସୁଛି। ମୁଁ ଅନୁଭବ କରୁଛି ଯେ ଏହି ରିପୋର୍ଟ ଆଧାରରେ ବିଶ୍ୱାସର ଅଭାବ ରହିଛି ଏବଂ ବିଶ୍ବାସ ପୁନଃସ୍ଥାପନ ପାଇଁ ନିର୍ବାଚନ ଆୟୋଗ ଚେଷ୍ଟା କରିବା ଦରକାର।

Tags: