ହାରିଲେ ଅରବିନ୍ଦ କେଜ୍ରିୱାଲ,ଜିତିଲେ ଆତିଶୀ

ନୂଆଦିଲ୍ଲୀ: ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ନୂଆଦିଲ୍ଲୀ ଆସନରେ ପଛୁଆ ରହିଛନ୍ତି। କେଜ୍ରିୱାଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପରବେଶ ବର୍ମା ଠାରୁ ପ୍ରାୟ ୧୨୦୦ ଭୋଟ୍ ପଛରେ ଅଛନ୍ତି ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ ତୃତୀୟ ସ୍ଥାନରେ ଅଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ୨୦୧୩ମସିହାରୁ ନୂଆଦିଲ୍ଲୀ ଆସନରେ ଜିତି ଆସିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରି ଏହି ଆସନରେ ବିଜୟୀ ହୋଇଥିଲେ। ଅପରାହ୍ନ ୧ଟା ସୁଦ୍ଧା ଦିଲ୍ଲୀର ୭୦ଟି ବିଧାନସଭା […]

ହାରିଲେ ଅରବିନ୍ଦ କେଜ୍ରିୱାଲ,ଜିତିଲେ ଆତିଶୀ
Samaya Live Picture
Published On

ନୂଆଦିଲ୍ଲୀ: ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ନୂଆଦିଲ୍ଲୀ ଆସନରେ ପଛୁଆ ରହିଛନ୍ତି। କେଜ୍ରିୱାଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପରବେଶ ବର୍ମା ଠାରୁ ପ୍ରାୟ ୧୨୦୦ ଭୋଟ୍ ପଛରେ ଅଛନ୍ତି ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ ତୃତୀୟ ସ୍ଥାନରେ ଅଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ୨୦୧୩ମସିହାରୁ ନୂଆଦିଲ୍ଲୀ ଆସନରେ ଜିତି ଆସିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରି ଏହି ଆସନରେ ବିଜୟୀ ହୋଇଥିଲେ। ଅପରାହ୍ନ ୧ଟା ସୁଦ୍ଧା ଦିଲ୍ଲୀର ୭୦ଟି ବିଧାନସଭା ଆସନମଧ୍ୟରୁ ବିଜେପି ୪୮ଟିରେ ଆଗୁଆ ଥିବା ବେଳେ ଆପ୍ ୨୨ଟିଆସନରେ ଆଗୁଆ ରହିଛି। ତେବେ ଦିଲ୍ଲୀର କାଲକାଜୀ ଆସନରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଛନ୍ତି। ବିଜେପିର ରମେଶ ବିଧୁରୀଙ୍କୁ ସେ ଏହି ଆସନରେ ପରାଜିତ କରିଛନ୍ତି

Tags: