ସୋସିଆଲ ମିଡିଆରେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ପୋଷ୍ଟ କରିବା ଅଭିଯୋଗରେ ୟୁପି ଯୁବକ ଗିରଫ
ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆକାଉଣ୍ଟରେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ପୋଷ୍ଟ କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ନବାବଗଞ୍ଜ ଅଞ୍ଚଳର ଇମ୍ରାନ୍ (୨୫)। ଇନ୍ସପେକ୍ଟର ରାଜ କୁମାର ଶର୍ମା କହିଛନ୍ତି ଯେ ଇମ୍ରାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ସହ ଏକ ପୋଷ୍ଟ କରିଛନ୍ତି, ଯାହା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି ବୋଲି ପୁଲିସକୁ ସୂଚନା ମିଳିଥିଲା।