ସାଉଦି ଆରବରୁ ପାକିସ୍ତାନ ଯାଉଥିବା ଜାହାଜ ଉପରେ ହୋଇଥିବା ଆକ୍ରମଣ ପାଇଁ ହାଉଥି ନିଜକୁ ଦାୟୀ କଲା

ଇସଲାମାବାଦ : ନିକଟରେ ସାଉଦି ଆରବରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜ ଉପରେ ଲୋହିତ ସାଗରରେ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ-ସମର୍ଥିତ ୟେମେନର ହାଉତି ମିଲିସିଆ ନିଜକୁ ଦାୟୀ କରିଛି। ଏମ୍ଏସ୍ସି ମେଡିଟେରିଆନ୍ ସିପିଂର ମାଲିକାନାରେ ଥିବା ଏମ୍ଏସ୍ସି ୟୁନାଇଟେଡ-୮ ନାମକ ଏହି ଜାହାଜ ସାଉଦି ଆରବରୁ ପାକିସ୍ତାନ ଅଭିମୁଖେ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଛି। ଏମ୍ଏସ୍ସି ରିପୋର୍ଟ କରିଛି ଯେ, ଏହାର କର୍ମଚାରୀମାନଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ସେମାନେ ନିକଟସ୍ଥ ମିତ୍ର ନୌସେନା […]

Samaya Live Picture
Published On

ଇସଲାମାବାଦ : ନିକଟରେ ସାଉଦି ଆରବରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜ ଉପରେ ଲୋହିତ ସାଗରରେ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ-ସମର୍ଥିତ ୟେମେନର ହାଉତି ମିଲିସିଆ ନିଜକୁ ଦାୟୀ କରିଛି। ଏମ୍ଏସ୍ସି ମେଡିଟେରିଆନ୍ ସିପିଂର ମାଲିକାନାରେ ଥିବା ଏମ୍ଏସ୍ସି ୟୁନାଇଟେଡ-୮ ନାମକ ଏହି ଜାହାଜ ସାଉଦି ଆରବରୁ ପାକିସ୍ତାନ ଅଭିମୁଖେ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଛି। ଏମ୍ଏସ୍ସି ରିପୋର୍ଟ କରିଛି ଯେ, ଏହାର କର୍ମଚାରୀମାନଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ସେମାନେ ନିକଟସ୍ଥ ମିତ୍ର ନୌସେନା ଯୁଦ୍ଧ ଜାହାଜକୁ ସୂଚନା ଦେଇ କୌଣସି ପ୍ରକାରେ ବର୍ତ୍ତିଯାଇଥିଲେ।

Tags: