ଲଦାଖରେ ୫.୫ ତୀବ୍ରତାର ଭୂକମ୍ପ
ନୂଆଦିଲ୍ଲୀ : ଲଦାଖର କାରଗିଲରେ ଆଜି ଭୂକମ୍ପ ହୋଇଛି। ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ଅଂଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଆଜି ଅପରାହ୍ନ ୩.୪୮ ସମୟରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଭୂପୃଷ୍ଠଠାରୁ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ପାକିସ୍ତାନର ଇସଲାମାବାଦ ଏବଂ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଅନ୍ୟପକ୍ଷେ ଆଜି ଦିନରେ ପାକିସ୍ତାନରେ ୪.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି […]
ନୂଆଦିଲ୍ଲୀ : ଲଦାଖର କାରଗିଲରେ ଆଜି ଭୂକମ୍ପ ହୋଇଛି। ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ଅଂଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଆଜି ଅପରାହ୍ନ ୩.୪୮ ସମୟରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଭୂପୃଷ୍ଠଠାରୁ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ପାକିସ୍ତାନର ଇସଲାମାବାଦ ଏବଂ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଅନ୍ୟପକ୍ଷେ ଆଜି ଦିନରେ ପାକିସ୍ତାନରେ ୪.୦ ତୀବ୍ରତାର ଭୂକମ୍ପ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ଉତ୍ତର ଭାରତୋୀର ଲଗାତାର ଭୂକମ୍ପ ହେଉଛି।




