ରୋହତକରେ ଭୂକମ୍ପ

ନୂଆଦିଲ୍ଲୀ : ହରିୟାଣାର ରୋହତକ ଜିଲ୍ଲାରେ ଆଜି ଭୁକମ୍ପ ହୋଇଛି। ରିଚର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୨। ଜାତୀୟ ଭୂକମ୍ପ କେନ୍ଦ୍ରର ଟ୍ବିଟ୍‌ ଅନୁଯାୟୀ ଆଜି ଭୋର ୩.୫୭ ସମୟରେ ରୋହତକା ଉତ୍ତରପଶ୍ଚିମରେ ଭୂକମ୍ପ ହୋଇଛି। ପୂର୍ବରୁ ଗତ ଜୁନ୍‌ ୬ରେ ହରିୟାଣାର ଝାଜରରେ ଭୂକମ୍ପ ହୋଇଥିଲା। ଜମ୍ମୁ କାଶ୍ମୀରରେ ମଧ୍ୟ ଗତ କିଛି ଦିନ ଧରି ଲଗାତାର ଭୂକମ୍ପ ହେଉଛି।

Samaya Live Picture
Published On

Tags: