ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାରେ ବିଜେପି କର୍ମୀ ଅଟକ
ନୂଆଦିଲ୍ଲୀ : ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାରେ ଆଜି ଜଣେ ବିଜେପି କର୍ମୀ ଅଟକ ରହିଛନ୍ତି। ଅଟକ ରହିଥିବା ବିଜେପି କର୍ମୀ ହେଉଛନ୍ତି ସାଇ ପ୍ରସାଦ। କାଫେ ବିସ୍ଫୋରଣ ମାମଲାରେ ୨ ସନ୍ଦିଗ୍ଧଙ୍କ ସହ ସାଇ ପ୍ରସାଦ ଜଡ଼ିତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଅଟକ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏନଆଇ ଦ୍ବାରା ଗତ ସପ୍ତାହରେ ଜେରା ସମୟରେ ୨ ଜଣ ମୋବାଇଲ ଦୋକାନି ସାଇ ପ୍ରସାଦଙ୍କ ନାଁ ନେଇଥିଲେ। ଏହାପରେ ଏନଆଇଏ ସାଇ ପ୍ରସାଦଙ୍କୁ ଜେରା […]
ନୂଆଦିଲ୍ଲୀ : ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାରେ ଆଜି ଜଣେ ବିଜେପି କର୍ମୀ ଅଟକ ରହିଛନ୍ତି। ଅଟକ ରହିଥିବା ବିଜେପି କର୍ମୀ ହେଉଛନ୍ତି ସାଇ ପ୍ରସାଦ। କାଫେ ବିସ୍ଫୋରଣ ମାମଲାରେ ୨ ସନ୍ଦିଗ୍ଧଙ୍କ ସହ ସାଇ ପ୍ରସାଦ ଜଡ଼ିତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଅଟକ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏନଆଇ ଦ୍ବାରା ଗତ ସପ୍ତାହରେ ଜେରା ସମୟରେ ୨ ଜଣ ମୋବାଇଲ ଦୋକାନି ସାଇ ପ୍ରସାଦଙ୍କ ନାଁ ନେଇଥିଲେ। ଏହାପରେ ଏନଆଇଏ ସାଇ ପ୍ରସାଦଙ୍କୁ ଜେରା କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଏନଆଇଏ ଶିବମୋଗାରେ ଚଢ଼ଉ କରିଥିଲା। ଏକ ମୋବାଇଲ ଷ୍ଟୋର ଏବଂ ୨ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ଚଢ଼ଉ କରିଥିଲା।




