ରାଜସ୍ଥାନରେ ଓଭରବ୍ରିଜ୍ ଉପରୁ ରେଳ ଧାରଣାରେ ଖସି ପଡ଼ିଲା ବସ୍, ୪ ମୃତ
ଜୟପୁର : ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ହରିଦ୍ବାରରୁ ଉଦୟପୁର ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଓଭର୍ବ୍ରିଜ୍ ଉପରୁ ରେଳ ଧାରଣା ଉପରେ ଖସି ପଡ଼ିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୨୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଦୌସା କଲେକ୍ଟୋରେଟ୍ ନିକଟରେ ଗତକାଲି ରାତି ପ୍ରାୟ ୨.୧୫ ସମୟରେ ଦୁର୍ଘଟଣା ହୋଇଛି।

Tags: