ରାଜଘାଟରେ ଗାନ୍ଧୀ ସ୍ମାରକ ସ୍ଥଳରେ ଶ୍ରଦ୍ଧା‌ଞ୍ଜଳି ଜ୍ଞାପନ କଲେ ବିଶ୍ବ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ , ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଏବଂ ଅନ୍ତର୍ଜାତୀୟ ସଂଗଠନର ଅନ୍ୟ ମୁଖ୍ୟମାନେ ଆଜି ଦିଲ୍ଲୀର ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜଘାଟରେ ଆଜି ବିଶ୍ବନେତାମାନଙ୍କ କାନ୍ଧରେ ଖଦି ସାଲ୍‌ ପକାଇ ମୋଦୀ ସେମାନଙ୍କୁ ସ୍ବାଗତ କରିଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ , ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଏବଂ ଅନ୍ତର୍ଜାତୀୟ ସଂଗଠନର ଅନ୍ୟ ମୁଖ୍ୟମାନେ ଆଜି ଦିଲ୍ଲୀର ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜଘାଟରେ ଆଜି ବିଶ୍ବନେତାମାନଙ୍କ କାନ୍ଧରେ ଖଦି ସାଲ୍‌ ପକାଇ ମୋଦୀ ସେମାନଙ୍କୁ ସ୍ବାଗତ କରିଥିଲେ। ଆଜି ବିଶ୍ବନେତାମାନେ ଭାରତ ମଣ୍ଡପମଙ୍କୁ ଜି-୨୦ ସମ୍ମିଳନୀର ତୃତୀୟ ବୈଠକ ପାଇଁ ଯିବା ପୂର୍ବରୁ ରାଜଘାଟରେ ଚାରା ରୋପଣ କରିଥିଲେ।

Tags: