ମୌସୁମୀ ଅଧିବେଶନ, ଲୋକସଭାରେ ୧୨, ରାଜ୍ୟସଭାରେ ୧୪ ବିଲ୍‌ ଗୃହୀତ

ନୂଆଦିଲ୍ଲୀ : ସଂସଦରେ ଚଳିତ ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଚଳିତ ଅଧିବେଶନରେ ଲୋକସଭାରେ ୧୨ଟି ଏବଂ ରାଜ୍ୟସଭାରେ ୧୪ଟି ବିଲ୍‌ ଗୃହୀତ ହୋଇଛି। ଉଭୟ ଗୃହରେ ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ବ୍ୟତୀତ , ଅଧିବେଶନଟି ଜୁଲାଇ ୨୧ ତାରିଖରେ ଆରମ୍ଭ ହେବା ପରଠାରୁ କମ୍‌ କାର୍ଯ୍ୟ ହୋଇଛି। କାରଣ ପ୍ରଥଷମ ବିରୋଧୀ ଦଳ ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ଦାବି କରିବା ଏବଂ ବିହାରରେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରିବା ଯୋଗୁଁ […]

ମୌସୁମୀ ଅଧିବେଶନ, ଲୋକସଭାରେ ୧୨, ରାଜ୍ୟସଭାରେ ୧୪ ବିଲ୍‌ ଗୃହୀତ
Samaya Live Picture
Published On

ନୂଆଦିଲ୍ଲୀ : ସଂସଦରେ ଚଳିତ ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଚଳିତ ଅଧିବେଶନରେ ଲୋକସଭାରେ ୧୨ଟି ଏବଂ ରାଜ୍ୟସଭାରେ ୧୪ଟି ବିଲ୍‌ ଗୃହୀତ ହୋଇଛି। ଉଭୟ ଗୃହରେ ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ବ୍ୟତୀତ , ଅଧିବେଶନଟି ଜୁଲାଇ ୨୧ ତାରିଖରେ ଆରମ୍ଭ ହେବା ପରଠାରୁ କମ୍‌ କାର୍ଯ୍ୟ ହୋଇଛି। କାରଣ ପ୍ରଥଷମ ବିରୋଧୀ ଦଳ ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ଦାବି କରିବା ଏବଂ ବିହାରରେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରିବା ଯୋଗୁଁ ବାରମ୍ବାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ଏବଂ ଗୃହକୁ ମୁଲତବୀ ରଖିବାକୁ ପଡ଼ିଛି। ଉଭୟ ଗୃହରେ ଚଳିତ ଅଧିବେଶନରେ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରିନି।

Tags: