ମୋଦୀଙ୍କ ଭାଷଣ ବର୍ଜନ କରିଥିବା କଂଗ୍ରେସ ସଦସ୍ୟଙ୍କ ବିରୋଧରେ କଡ଼ା ଟିପ୍ପଣୀ ରଖିଲେ ନିକି

ନୂଆଦିଲ୍ଲୀ: ଆମେରିକା କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ବର୍ଜନ କରିଥିବା ନେତାମାନଙ୍କ ଉପରେ ରିପବ୍ଲିକାନ ନେତ୍ରୀ ନିକି ହାଲି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଗତିଶୀଳ ଡେମୋକ୍ରାଟ ଯେଉଁମାନେ ଭାଷଣ ବର୍ଜନ କରିଥିଲେ ସେମାନଙ୍କୁ ନିକି କହିଥିଲେ ସେମାନେ ଭାରତରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ବର୍ଜନ କରୁଛନ୍ତି କିନ୍ତୁ ପାଲେଷ୍ଟାନୀୟ ଆତଙ୍କବାଦୀ ଏବଂ ସୋସିଆଲିଷ୍ଟ ଏକଛତ୍ରବାଦୀଙ୍କ ସପକ୍ଷରେ ରହୁଛନ୍ତି। ଏହା କି ଲଜ୍ଜିତ କଥା ବୋଲି ନିକି ଟ୍ବିଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆମେରିକା କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ବର୍ଜନ କରିଥିବା ନେତାମାନଙ୍କ ଉପରେ ରିପବ୍ଲିକାନ ନେତ୍ରୀ ନିକି ହାଲି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଗତିଶୀଳ ଡେମୋକ୍ରାଟ ଯେଉଁମାନେ ଭାଷଣ ବର୍ଜନ କରିଥିଲେ ସେମାନଙ୍କୁ ନିକି କହିଥିଲେ ସେମାନେ ଭାରତରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ବର୍ଜନ କରୁଛନ୍ତି କିନ୍ତୁ ପାଲେଷ୍ଟାନୀୟ ଆତଙ୍କବାଦୀ ଏବଂ ସୋସିଆଲିଷ୍ଟ ଏକଛତ୍ରବାଦୀଙ୍କ ସପକ୍ଷରେ ରହୁଛନ୍ତି। ଏହା କି ଲଜ୍ଜିତ କଥା ବୋଲି ନିକି ଟ୍ବିଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଅସନ୍ତୁଷ୍ଟ ଏବଂ ସଂଖ୍ୟାଲଘୁ ବା ବିଶେଷକରି ମୁସଲମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆଣି କଂଗ୍ରେସର ‌କିଛି ସଦସ୍ୟ ମୋଦିଙ୍କ ଭାଷଣକୁ ବର୍ଜନ କରିଛନ୍ତି।

Tags: