ମୁମ୍ବାଇ-ଫୁକେଟ୍‌ ବିମାନକୁ ବୋମା ଧମକ

ମୁମ୍ବାଇ: ମୁମ୍ବାଇରୁ ଥାଇଲାଣ୍ଡର ଫୁକେଟ୍‌ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ସନ୍ଧ୍ୟାରେ ବୋମା ଧମକ ଯୋଗୁଁ ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ବିମାନରେ ୧୭୬ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାଳକ ଦଳ ସଦସ୍ୟ ଥିଲେ। ବିମାନ ଉଡ଼ାଣ ସମୟରେ ମୁମ୍ବାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଅଜଣା ଫୋନ୍‌ କଲ ଆସିଥିଲା, ଯେଉଁଥିରେ ବିମାନର ଶୌଚାଳୟରେ ବିସ୍ଫୋରକ ରହିଛି ଏବଂ ଏହା ଆକାଶରେ ବିସ୍ଫୋରଣ ହେବ ବୋଲି […]

ମୁମ୍ବାଇ-ଫୁକେଟ୍‌ ବିମାନକୁ ବୋମା ଧମକ
Samaya Live Picture
Published On

ମୁମ୍ବାଇ: ମୁମ୍ବାଇରୁ ଥାଇଲାଣ୍ଡର ଫୁକେଟ୍‌ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ସନ୍ଧ୍ୟାରେ ବୋମା ଧମକ ଯୋଗୁଁ ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ବିମାନରେ ୧୭୬ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାଳକ ଦଳ ସଦସ୍ୟ ଥିଲେ। ବିମାନ ଉଡ଼ାଣ ସମୟରେ ମୁମ୍ବାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଅଜଣା ଫୋନ୍‌ କଲ ଆସିଥିଲା, ଯେଉଁଥିରେ ବିମାନର ଶୌଚାଳୟରେ ବିସ୍ଫୋରକ ରହିଛି ଏବଂ ଏହା ଆକାଶରେ ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଥିଲା।

Tags: