ମାଲେସିଆରେ ରାସ୍ତା ଉପରେ ଖସି ପଡ଼ିଲା ବିମାନ, ୧୦ ଜଣଙ୍କ ମୃତ୍ୟୁ

କ୍ବାଲା ଲମ୍ପୁର :ମାଲେସିଆର ସେଣ୍ଟ୍ରାଲ ସେଲାଙ୍ଗରରେ ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ଫଳରେ ବିମାନରେ ଥିବା ସମସ୍ତ ୮ ଯାତ୍ରୀ ଏବଂ ରାସ୍ତାରେ ଥିବା ୨ ଜଣ ମୋଟର ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ମାଲେସିଆର ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି, ବିମାନଟି ଖସି ପଡ଼ିବା ସମୟରେ ବିମାନ‌ରେ ୨ ବିମାନ କର୍ମଚ‌ାରୀ ଏବଂ ୬ ଜଣ ଯାତ୍ରୀ ଥିଲେ।

Samaya Live Picture
Published On

Tags: