ମାଂସ ଦୋକାନରେ ନିଆଁ ଲଗାଇଦେଲେ ୩ ଆରଏଏଫ୍ ସଦସ୍ୟ
ନୂଆଦିଲ୍ଲ: ହିଂସା ପ୍ରବଣ ମଣିପୁରରେ ମୁତୟନ ହୋଇଥିବା ଆରଏଏଫ୍ (ରୢାପିଡ ଆକ୍ସନ ଫୋର୍ସ) ର ୩ ଜଣ ସଦସ୍ୟ ରାଜ୍ୟ ପୁଲିସ ଦ୍ବାରା ଅଟକ ରହିଛନ୍ତି। ଇମ୍ଫାଲରେ ଏକ ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ରାଜ୍ୟ ପୁଲିସ ଦ୍ବାରା ସେମାନଙ୍କୁ ଅଟକ ରଖାଯାଇଛି। ଗତ ମଙ୍ଗଳବାର ରାତିରେ ଉକ୍ତ ୩ ଆରଏଏଫ୍ ସଦସ୍ୟ ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଘଟଣାରେ ଆରଏଏଫ୍ […]
ନୂଆଦିଲ୍ଲ: ହିଂସା ପ୍ରବଣ ମଣିପୁରରେ ମୁତୟନ ହୋଇଥିବା ଆରଏଏଫ୍ (ରୢାପିଡ ଆକ୍ସନ ଫୋର୍ସ) ର ୩ ଜଣ ସଦସ୍ୟ ରାଜ୍ୟ ପୁଲିସ ଦ୍ବାରା ଅଟକ ରହିଛନ୍ତି। ଇମ୍ଫାଲରେ ଏକ ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ରାଜ୍ୟ ପୁଲିସ ଦ୍ବାରା ସେମାନଙ୍କୁ ଅଟକ ରଖାଯାଇଛି। ଗତ ମଙ୍ଗଳବାର ରାତିରେ ଉକ୍ତ ୩ ଆରଏଏଫ୍ ସଦସ୍ୟ ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଘଟଣାରେ ଆରଏଏଫ୍ ୩ ଜଣଙ୍କୁ ନିଲମ୍ବନ କରିଛି। ଇତି ମଧ୍ୟରେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତରେ ଯାଇଛନ୍ତି।




