ମହାଦେବ ବେଟିଂ ଆପ୍‌ ପ୍ରତିଷ୍ଠାତାଙ୍କ ଠାରୁ ବାଘେଲ ୫୦୮ କୋଟି ନେଇଛନ୍ତି

ମୁମ୍ବାଇ: ଛଡ଼ିଶଗଡ଼ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛି। ମହାଦେବ ବେଟିଂ ଆପ୍‌ ପ୍ରତିଷ୍ଠାତାମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ନେଇଥିବା ଇଡି କହିଛି। ଏ ବାବଦରେ କେତେକ ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି ବୋଲି ଇଡି କହିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି […]

Samaya Live Picture
Published On

ମୁମ୍ବାଇ: ଛଡ଼ିଶଗଡ଼ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛି। ମହାଦେବ ବେଟିଂ ଆପ୍‌ ପ୍ରତିଷ୍ଠାତାମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ନେଇଥିବା ଇଡି କହିଛି। ଏ ବାବଦରେ କେତେକ ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି ବୋଲି ଇଡି କହିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

Tags: