ମହରମ ଶୋଭାଯାତ୍ରା ବେଳେ ବିଦ୍ୟୁତ ଆଘାତ ଲାଗି ୪ ଜଣଙ୍କ ମୃତ୍ୟୁୃ
ରାଞ୍ଚି : ଝାଡ଼ଖଣ୍ଡର ବୋକାରୋରେ ଆଜି ସକାଳେ ମହରମ ଶୋଭାଯାତ୍ରା ଚାଲିଥିବାବେଳେ ବିଦ୍ୟୁତ ଆଘାତ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୩ ଜଣ ଆହତ ହୋଇଛନ୍ତି। ‘ତାଜିଆ’ ୧୧ ହଜାର ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସିବା ଦ୍ବାରା ବିସ୍ଫୋାରଣ ହୋଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହତମାନଙ୍କୁ ବୋକାରୋ ଥର୍ମାଲ ଡିଭିସି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୧୩ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଅଛି। କର୍ତ୍ତୃପକ୍ଷମାନେ […]
ରାଞ୍ଚି : ଝାଡ଼ଖଣ୍ଡର ବୋକାରୋରେ ଆଜି ସକାଳେ ମହରମ ଶୋଭାଯାତ୍ରା ଚାଲିଥିବାବେଳେ ବିଦ୍ୟୁତ ଆଘାତ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୩ ଜଣ ଆହତ ହୋଇଛନ୍ତି। ‘ତାଜିଆ’ ୧୧ ହଜାର ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସିବା ଦ୍ବାରା ବିସ୍ଫୋାରଣ ହୋଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହତମାନଙ୍କୁ ବୋକାରୋ ଥର୍ମାଲ ଡିଭିସି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୧୩ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଅଛି। କର୍ତ୍ତୃପକ୍ଷମାନେ ଉକ୍ତ ବିସ୍ଫୋରଣ ଘଟଣାର ତଦନ୍ତ କରୁଛନ୍ତି।




