ମଣ୍ଡି ଜିଲ୍ଲାରେ ଅଚାନକ ବନ୍ୟାରେ ୭ ଭାଶିଗଲେ , ଭିଡିଓ ପୋଷ୍ଟ୍ କଲେ ମୁଖ୍ୟମନ୍ତ୍ରୀ

ଶିମଲା : ହିମାଚଳପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ତୃତୀୟ ବଡ଼ ଦୁର୍ଘଟଣାରେ ପୁଣି ୭ ଜଣ ଆକସ୍ମିକ ବନ୍ୟାରେ ଭାଶି ଯାଇଛନ୍ତି। ମଣ୍ଡି ଜିଲ୍ଲାର ସମ୍ବଲ ଗ୍ରାମରେ ଘଟିଥିବା ଏହି ଘଟଣାର ଏକ ଭିଡିଓ କ୍ଲିପ୍ ଆଜି ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ ସେୟାର କରିଛନ୍ତି। ପୁଲିସ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହା ପୂର୍ବରୁ ପ୍ରବଳ ବର୍ଷା ପାଇଁ ୨ଟି ପୃଥକ୍ ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ […]

Samaya Live Picture
Published On

ଶିମଲା : ହିମାଚଳପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ତୃତୀୟ ବଡ଼ ଦୁର୍ଘଟଣାରେ ପୁଣି ୭ ଜଣ ଆକସ୍ମିକ ବନ୍ୟାରେ ଭାଶି ଯାଇଛନ୍ତି। ମଣ୍ଡି ଜିଲ୍ଲାର ସମ୍ବଲ ଗ୍ରାମରେ ଘଟିଥିବା ଏହି ଘଟଣାର ଏକ ଭିଡିଓ କ୍ଲିପ୍ ଆଜି ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ ସେୟାର କରିଛନ୍ତି। ପୁଲିସ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହା ପୂର୍ବରୁ ପ୍ରବଳ ବର୍ଷା ପାଇଁ ୨ଟି ପୃଥକ୍ ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ହିମାଚଳରେ ବର୍ଷା ଜନିତ କାରଣ ପାଇଁ ମୃତ୍ୟୁସଂଖ୍ୟା ୨୯ ପହଞ୍ଚିଲାଣି। ଉତ୍ତରାଖଣ୍ଡରେ ମଧ୍ୟ ଆଜି ପ୍ରବଳ ବର୍ଷା ଯୋଗୁଁ ଏକ ଡିଫେନ୍ସ କଲେଜ ଭୁଶୁଡ଼ି ପଡ଼ିଛି।

Tags: