ଭୋପାଳରୁ ୫ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କଲେ ମୋଦୀ
ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରେ ମୋଦୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏହି ଟ୍ରେନ୍ ଗୁଡ଼ିକ ଶୁଭାରମ୍ଭ କରିଛନ୍ତି। ଉକ୍ତ ଟ୍ରେନ୍ ଗୁଡ଼ିକ ହେଉଛି ରାଣୀ-କମଳାପତି ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ଖଜୁରାହୋ-ଭୋପାଳ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ମଦଗାଓଁ (ଗୋଆ)- ବନ୍ଦେ ଭାରତ ଏକ୍ସପ୍ରେସ, ହାତିଆ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଧାରୱଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ […]
ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରେ ମୋଦୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏହି ଟ୍ରେନ୍ ଗୁଡ଼ିକ ଶୁଭାରମ୍ଭ କରିଛନ୍ତି। ଉକ୍ତ ଟ୍ରେନ୍ ଗୁଡ଼ିକ ହେଉଛି ରାଣୀ-କମଳାପତି ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ଖଜୁରାହୋ-ଭୋପାଳ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ମଦଗାଓଁ (ଗୋଆ)- ବନ୍ଦେ ଭାରତ ଏକ୍ସପ୍ରେସ, ହାତିଆ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଧାରୱଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ। ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଏହି ଟ୍ରେନ୍ ଯୋଗାଯୋଗ ସୁଦୃଢ଼ କରିବ।




