ଭାରତ ପାକିସ୍ତାନ ସହିତ ସମସ୍ତ କ୍ରିକେଟ୍ ସମ୍ପର୍କ ଭାଙ୍ଗିବା ଉଚିତ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ୨୨ ଏପ୍ରିଲ ମଙ୍ଗଳବାର ଦିନ କାଶ୍ମୀର ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ପାକିସ୍ତାନ ପାଇଁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଗାଙ୍ଗୁଲି କହିଛନ୍ତି ଯେ ଭାରତ ପାକିସ୍ତାନ ସହିତ ସମସ୍ତ କ୍ରିକେଟ ସମ୍ପର୍କ ଭାଙ୍ଗିବା ଉଚିତ। ଆଇସିସି ଏବଂ ଏସୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେମାନଙ୍କ ସହ ଖେଳିବା ଉଚିତ୍ ନୁହେଁ। ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ବିଷୟରେ […]

ଭାରତ ପାକିସ୍ତାନ ସହିତ ସମସ୍ତ କ୍ରିକେଟ୍ ସମ୍ପର୍କ ଭାଙ୍ଗିବା ଉଚିତ: ସୌରଭ ଗାଙ୍ଗୁଲି
Samaya Live Picture
Published On

ନୂଆଦିଲ୍ଲୀ: ୨୨ ଏପ୍ରିଲ ମଙ୍ଗଳବାର ଦିନ କାଶ୍ମୀର ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ପାକିସ୍ତାନ ପାଇଁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଗାଙ୍ଗୁଲି କହିଛନ୍ତି ଯେ ଭାରତ ପାକିସ୍ତାନ ସହିତ ସମସ୍ତ କ୍ରିକେଟ ସମ୍ପର୍କ ଭାଙ୍ଗିବା ଉଚିତ। ଆଇସିସି ଏବଂ ଏସୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେମାନଙ୍କ ସହ ଖେଳିବା ଉଚିତ୍ ନୁହେଁ। ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ବିଷୟରେ ପ୍ରଶ୍ନର ଉତ୍ତର ଦେଇ, ପୂର୍ବତନ ଭାରତୀୟ କ୍ରିକେଟ ବୋର୍ଡ ସଭାପତି କହିଛନ୍ତି ଯେ ପ୍ରତି ବର୍ଷ ଭାରତୀୟ ମାଟିରେ କିଛି ନା କିଛି ଆତଙ୍କବାଦୀ କାର୍ଯ୍ୟକଳାପ ଘଟୁଛି ଏବଂ ଏହାକୁ ଆଉ ବରଦାସ୍ତ କରାଯିବା ଉଚିତ୍ ନୁହେଁ। ପୂର୍ବରୁ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଭାରତୀୟ ଭୂମିରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିଲେ।

Tags: