ବୈଠକ ଶେଷ ପୂର୍ବରୁ ଭିଏତନାମ ଗସ୍ତରେ ବାଇଡେନ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇ‌ଡେନ ଆଜି ସକାଳୁ ଭିଏତନାମ ଗସ୍ତରେ ବାହାରିଯାଇଛନ୍ତି। ଆଜି ସକାଳେ ବାଇଡେନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ଭିଏତନାମ ଗସ୍ତ କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀର ତୃତୀୟ ବୈଠକରେ ସେ ଯୋଗ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଇଡେନ ଗତ ୮ ତାରିଖରେ ଭାରତ ଗସ୍ତରେ ପହଞ୍ଚିଥିଲେ। ଭାରତରେ ପହଞ୍ଚିବାପରେ ସେ ବିମାନବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଯାଇଥିଲେ ଏବଂ ସେଠାରେ […]

Samaya Live Picture
Published On

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇ‌ଡେନ ଆଜି ସକାଳୁ ଭିଏତନାମ ଗସ୍ତରେ ବାହାରିଯାଇଛନ୍ତି। ଆଜି ସକାଳେ ବାଇଡେନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ଭିଏତନାମ ଗସ୍ତ କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀର ତୃତୀୟ ବୈଠକରେ ସେ ଯୋଗ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଇଡେନ ଗତ ୮ ତାରିଖରେ ଭାରତ ଗସ୍ତରେ ପହଞ୍ଚିଥିଲେ। ଭାରତରେ ପହଞ୍ଚିବାପରେ ସେ ବିମାନବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଯାଇଥିଲେ ଏବଂ ସେଠାରେ ମୋଦୀ-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଥିଲା। ବାଇଡେନ ହୋଟେଲ ମୌର୍ଯ୍ୟ ସେରାଟନରେ ରହୁଥିଲେ। ବାଇଡେନ ଏବଂ ତାଙ୍କ ଟିମ୍‌ ପାଇଁ ହୋଟେଲ୍‌ରେ ୪୦୦ ରୁମ୍‌ ବୁକ୍‌ ହୋଇଥିଲା।

Tags: